ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା, ଅନନ୍ତ ଏବଂ କୁମ୍କୁମ୍ ହେବେ ସମ୍ମାନିତ
ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ କବିସମ୍ରାଟ ‘ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଘୋଷଣା କରାଯାଇଛି । ୨୦୧୯ ଓ ୨୦୨୦ ବର୍ଷ ପାଇଁ ଏହି ସର୍ବୋଚ୍ଚ ସମ୍ମାନ ଶୁକ୍ରବାର ଦିନ ଘୋଷଣା କରିଛି ଓଡ଼ିଶା ସଂଗୀତ ନାଟକ … Read More











