ଆଣ୍ଡାମାନ ଓ ନିକୋବରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଣ୍ଡାମାନ ଓ ନିକୋବରରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ସକାଳ ୮ଟା୫୦ରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ … Read More

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, (ଓଡିଶା ଟାଇମ୍): ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ଏଥିପାଇଁ ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବମୁଖର। ଏହି ଅବସରରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର … Read More

ମହିଳା ଓ ସାମ୍ବାଦିକଙ୍କ ଉପରେ ବଳ ନ ଦେଖାନ୍ତୁ ତାଲିବାନୀ

କାବୁଲ, (ଓଡିଶା ଟାଇମ୍): କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତାକୁ ପାଦରେ ଦଳି ମକଚି ରଖିଦେଇଛି ନିଷ୍ଠୁର ତଥା କ୍ରୂର ତାଲିବାନୀ ସରକାର । ଏହା ପ୍ରତିବାଦରେ ରାସ୍ତାକୁ ଓହ୍ଲାଉଥିବା ମହିଳାଙ୍କୁ ବି ଛାଡ଼ୁ ନାହାନ୍ତି ଦୁର୍ଦ୍ଧଷ ତାଲିବାନୀ। … Read More

ପାକିସ୍ତାନ ହାତରେ ଆଫଗାନିସ୍ତାନର ଗୁଇନ୍ଦା ତଥ୍ୟ : କାବୁଲରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଧରି ବାହାରିଲା ୩ ବିମାନ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ତାଲିବାନର ରାଜୁତି ଆରମ୍ଭ ହୋଇଛି । ଏହାମଧ୍ୟରେ ଏକ ଚକିତ କଲା ଭଳି ଖବର ଆସିଛି । ଯାହା ଅନ୍ୟ ଦେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଆଶଙ୍କା କରାଯାଉଛି । ଆଫଗାନ ସରକାରର ଅନେକ … Read More

ନୂଆଁଖାଇ ପାଇଁ ବଲାଙ୍ଗୀର ଚଳଚଞ୍ଚଳ : ଇଷ୍ଟଦେବୀଙ୍କୁ ଲାଗିହେବ ନବାନ୍ନ

ବଲାଙ୍ଗୀର, (ଓଡିଶା ଟାଇମ୍):ଆଜି ନୂଆଁଖାଇ। ଉତ୍ସବ ମୁଖର ବଲାଙ୍ଗୀର ଜିଲ୍ଲା। କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ  ଘରେ ଘରେ ପରିବାର ପରିଜନଙ୍କ ସହ ଏକାଠି ହୋଇଛନ୍ତି ସମସ୍ତେ। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ … Read More

ମାଡି ଆସୁଛି ବାତ୍ୟା ‘ଲାରୀ’ : ଘଣ୍ଟା ପ୍ରତି ୧୩୫ କିମି ବେଗରେ ବହିବ ପବନ

କାନାଡା, (ଓଡିଶା ଟାଇମ୍): ମାଡି ଆସୁଛି ଭୟଙ୍କର ବାତ୍ୟା । ଆଟଲାଣ୍ଟିକ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ମାଡି ଆସୁଛି । ଶୁକ୍ରବାର ଅପରାହ୍ନରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡେ ମୁହାଁଉଥିବା … Read More

କୋଭିଡ୍ ନେଲା ଆଉ ୮ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୬୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି … Read More

୨୪ ଘଣ୍ଟାରେ ବାହାରିଲେ ୬୩୦ କୋଭିଡ୍ ପଜିଟିଭ୍

ଭୁବନେଶ୍ଵର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୫୭୧୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୮ … Read More

ଆଫଗାନ ଛାଡ଼ି ପାରିବେ ବିଦେଶୀ, ଅନୁମତି ଦେଲା ତାଲିବାନ

କାବୁଲ, (ଓଡିଶା ଟାଇମ୍):ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରି ଅସ୍ଥାୟୀ ସରକାର ଗଠନ କରିଥିବା ତାଲିବାନ ଆଜି ବଡ଼ ସୂଚନା ଦେଇଛି। ତାଲିବାନ ଶାସନ ଯୋଗୁ ଆଫଗାନରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ନିଜ ଦେଶକୁ ଯିବାକୁ ଅନୁମତି ଦେବାକୁ … Read More

ଆତଙ୍କବାଦର ପ୍ରୋତ୍ସାହନ ପାଇଁ ଆଫଗାନିସ୍ତାନକୁ ବ୍ୟବହାର କରିବାକୁ ବରଦାସ୍ତ କରାଯିବ ନାହିଁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନ ମାଟିକୁ କୌଣସି ପ୍ରକାର ଆତଙ୍କବାଦ ପାଇଁ କୌଣସି ବି ଉପାୟରେ ବ୍ୟବହାର କରାଯିବା ଅନୁଚିତ ଏବଂ ଏ ସମ୍ପର୍କରେ ତାଲିବାନ କରିଥିବା ତାହାର ଘୋଷଣାରେ ଅପରିବର୍ତ୍ତିତ ରହିବା ଆବଶ୍ୟକ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ … Read More