ବର୍ଷିୟାନ ସାମ୍ବାଦିକ ତଥା ଲେଖିକା ଓ ବାଗ୍ମୀ ମନୋରମା ମହାପାତ୍ରଙ୍କ ପରଲୋକ
କଟକ, (ଓଡିଶା ଟାଇମ୍): ବର୍ଷିଆନ ସାମ୍ବାଦିକ, ଲେଖିକା, ସ୍ତମ୍ବକାର, ଅସାଧାରଣ ବକ୍ତା, ସମ୍ପାଦିକା ତଥା ସାମାଜିକ କର୍ମୀ ମନୋରମା ମହାପାତ୍ର ଆଉନାହାନ୍ତି। ୮୭ ବର୍ଷ ବୟଷ୍କା ମହାପାତ୍ର ଶନିବାର ସନ୍ଧ୍ୟାରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଶେଷ ନିଶ୍ୱାସ … Read More











