ଗୁଗୁଲ୍ ଓ ଆପଲ୍‌ ଷ୍ଟୋରରୁ ୮ଲକ୍ଷରୁ ଅଧିକ ଆପ୍ ଗାଏବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଗୁଗଲ ଓ ଆପଲ ନିଜ ଆପ ଷ୍ଟୋରରୁ ଲକ୍ଷାଧିକ ବିପଜ୍ଜନକ ଆପକୁ ବ୍ୟାନ୍ କରି ଦେଇଛନ୍ତି । ଏକ ସୂଚନାରୁ ଜଣାପଡ଼ିଛି ଯେ, ୨୦୨୧ ମସିହା ଜୁନ୍ ମାସ ମଧ୍ୟରେ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ … Read More

ପରିବର୍ତ୍ତନ ହେବ ପୂଜା ଗାଇଡ୍‌ଲାଇନ୍ !

ଭୁବନେଶ୍ବର, (ଓଡିଶା ଟାଇମ୍): ପରିବର୍ତ୍ତନ ହୋଇପାରେ ପୂଜା ଗାଇଡ଼ ଲାଇନ । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ନୂଆ ଗାଇଡ଼ ଲାଇନରେ ସ୍ଥାନ ଓ ସଂକ୍ରମଣର ସ୍ଥିତି ଦେଖି କଟକଣା ବଢ଼ାଇବାକୁ ନିଷ୍ପତ୍ତି ନେବେ ରାଜ୍ୟ … Read More

ସରକାରଙ୍କ ପାଇଁ ପୁରୀ ବୋଝ: ମୁଣ୍ଡାଇବାକୁ ମିଳୁନାହାନ୍ତି ଅଧିକାରୀ, ହୋଇପାରେ ଘାତକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷା ଦେବା ଲାଗି  ରାଜ୍ୟ ସରକାର ଯେମିତି ଅଣ୍ଟା ଭିଡ଼ିଛନ୍ତି ତାହାକୁ ଆଗକୁ ନେବାକୁ ଅଧିକାରୀ ମିଳୁ ନାହାନ୍ତି। ଏହାଦ୍ଵାରା ସରକାରଙ୍କୁ ବାରମ୍ବାର କୋର୍ଟରେ ଅପଦସ୍ତ ହେବାକୁ ପଡ଼ୁଛି। ଖାଲି ଧର୍ମକୁ ଆଖିଠାର … Read More

ଭୁବନେଶ୍ଵର କୋର୍ଟରେ କୋଭିଡ୍‌ ଭୟ: ୩ ଦିନ ପାଇଁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା ତିନି ଦିନ ପାଇଁ ଭୁବନେଶ୍ଵରରେ ଥିବା ଜୁଡିସିଆଲ୍‌ କମ୍ପ୍ଲେକ୍ସ ବନ୍ଦ ରହିବ। ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ବିଏମ୍‌ସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହିକ୍ରମରେ ଖୋର୍ଦ୍ଧା ଜିଲ୍ଲା କୋର୍ଟ ସମେତ, ଦେବୋତ୍ତର … Read More

ଓଡିଶା ଆସୁଛନ୍ତି ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ନୁଥାଲପଟି ଭେଙ୍କେଟ ରମନ୍ନା ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୁଖ୍ୟ ବିଚାରପତିଙ୍କ ଗସ୍ତ ସୂଚୀ ମୁତାବକ ୨୪ ତାରିଖ ସନ୍ଧ୍ୟା ୭ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା … Read More

କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୩୯ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । … Read More

୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଅଗଷ୍ଟ ପରେ ସେପ୍ଟେମ୍ବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ … Read More

୨୭ରେ ଭାରତ ବନ୍ଦ: ସମସ୍ତ ଟ୍ରେଡ୍‌ ୟୁନିୟନ୍‌ ଯୋଗ ଦେବାକୁ ଏଆଇଟିୟୁସି ଡାକରା

ଭୁବନେଶ୍ୱର (ଓଡ଼ିଶା ଟାଇମ୍‌): ସଂଯୁକ୍ତ କିଶାନ୍‌ ମୋର୍ଚ୍ଚା ଡାକରାରେ ୨୭ ତାରିଖ  ଭାରତ ବନ୍ଦ ପ୍ରତିବାଦକୁ ସମର୍ଥନ ଜଣାଇଛି ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ୍‌ କଂଗ୍ରେସ। ରାଜ୍ୟର ସମସ୍ତ ଟ୍ରେଡ୍‌ ୟୁନିୟନ୍‌ ସ୍ଵତଃ ଏହି ଆନ୍ଦୋଳନକୁ ସମର୍ଥନ କରିବେ ଏବଂ ଭାରତ … Read More

ଆନ୍ତର୍ଜାତୀୟ ଶାନ୍ତି ପୁରସ୍କାର ପାଇଲେ ସାମାଜିକ କର୍ମୀ ଅଖଣ୍ଡ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆନ୍ତର୍ଜାତୀୟ ପବ୍ଲିକ ପିସ୍ ପ୍ରାଇଜ୍ ବିଜେତା ହୋଇଛନ୍ତି  ଓଡିଶାର ଜଣାଶୁଣା ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ । ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ଗତ 21 ତାରିଖରେ କାନାଡାର ପବ୍ଲିକ୍ ପିସ୍ ପ୍ରାଇଜ୍ କମିଟି ବିଜେତାଙ୍କ ନାମ … Read More

ଜଳଦ କୁମାର ତ୍ରିପାଠୀ ହଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ସୁପାରିସିକୁ ସ୍ଵିକୃତୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏହାଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ଆଇପିଏସ୍‌ ଅଧିକାରୀ ଜଳଦ କୁମାର ତ୍ରିପାଠୀ। ତିନିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ … Read More