ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ … Read More

କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୫୮୫ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୮୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୪୭୬୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୮ … Read More

ଚାରିଜଣଙ୍କୁ ହତ୍ୟା କରିବା ପରେ କ୍ରେନରେ ଝୁଲାଇଲେ ତାଲିବାନ ଆତଙ୍କି

କାବୁଲ, (ଓଡିଶା ଟାଇମ୍): ତାଲିବାନ ଆତଙ୍କିମାନେ ଦେଶରେ ଚାରିଜଣଙ୍କୁ ହତ୍ୟା କରିବା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଛକଗୁଡିକରେ କ୍ରେନରେ ଝୁଲାଇ ରଖିଛନ୍ତି। ହେରାତ ପ୍ରଦେଶର ଡେପୁଟି ଗଭର୍ଣ୍ଣର ମାୱାଲାୱି ଶିର ଅହମମ ମୁହାଜିର କହିଛନ୍ତି, ବିଭିନ୍ନ ସର୍ବସାଧାରଣ ସ୍ଥାନଗୁଡିକରେ ମୃତଦେହକୁ … Read More

ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ନିଖୋଜ

ପାଟଣା, (ଓଡିଶା ଟାଇମ୍): ବିହାରରେ ବଡ଼ ଦୁର୍ଘଟଣା। ବିବହାର ମୋତିହାରୀରେ ମଝି ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡିଛି। ସିକରହନା ନଦୀରେ ଡଙ୍ଗା ଓଲଟି ୨୨ ଜଣ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ … Read More

ଭୟଙ୍କର ଟ୍ରେନ୍ ଦୁର୍ଘଟଣା : ୩ ମୃତ, ୫୦ରୁ ଅଧିକ ଗୁରୁତର

ନ୍ୟୁୟର୍କ, (ଓଡିଶା ଟାଇମ୍): ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଅତି କମରେ ୩ ଜଣ ଯାତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆମେରିକାର ମୋଣ୍ଟାନାରେ ଏହି ଅଘଟଣ ଘଟିଛି । Getting reports of an Amtrak derailment … Read More

ମୁଖ୍ୟମନ୍ତ୍ରୀଙ୍କ ‘ଗୁଲାବ’ ପ୍ରସ୍ତୁତି ସମୀକ୍ଷା: ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ , ୪୨ଟି ଓଡ୍ରାଫ, ୨୪ ଟି NDRF ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲାବ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ … Read More

ଓଡ଼ିଶା ଟାଇମ୍‌ ପ୍ରଭାବ: ଅପଡେଟ୍‌ ହେଲା ଏସ୍‌ଆର୍‌ସିଙ୍କ ଓ୍ବେବ୍‌ସାଇଟ୍‌, ମିଳିଲା ବାତ୍ୟା ଗୁଲାବ ପ୍ରସ୍ତୁତି ସମ୍ପର୍କିତ ସୂଚନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ଉପରେ ପଡ଼ୁଥିବା ପ୍ରାକୃତିକ ବିପଦକୁ ସମ୍ମୁଖିନ ହୋଇ ତାହାର  ସଫଳ ମୁକାବିଲା ପାଇଁ ଚେଷ୍ଟା କରୁଥିବା ରାଜ୍ୟ ରିଲିଫ୍‌ କମିଶନର ( ଏସ୍‌ଆର୍‌ସି)ଙ୍କ ଓ୍ବେବ୍‌ସାଇଟ୍‌ ତୁରନ୍ତ ଅପ୍‌ଡେଟ୍‌ ହୋଇଛି। ଦୀର୍ଘ ଦିନ ହେଲା ଏହାର ଅପ୍‌ଡେଟ୍‌ … Read More

ବାତ୍ୟା ଗୁଲାବ ଦେଇପାରେ ଧୋକା, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୪ଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର, ସୋମବାର ବନ୍ଦ ରହିବ ସ୍କୁଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ସାମୁଦ୍ରିକ ବାତ୍ୟା ଗୁଲାବ୍‌  ଦକ୍ଷିଣ ଓଡ଼ିଶାକୁ ଧୋକା ଦେଇପାରେ। ଏଣୁ ପୂଣ୍ଣ ରହିବାକୁ  ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେମିତି କୌଣସି ବି ଜୀବନ ବାତ୍ୟା ଯୋଗୁ ନଯାଏ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅପରାହ୍ଣ … Read More

ରାତି ୯ଟାରୁ ଲ୍ୟାଣ୍ଡଫଲ୍‌: ଗୋପାଳପୁରଠୁ ୧୮୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଗୁଲାବ୍‌’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂର ବଙ୍ଗୋପସାଗରରେ ରହିଛି ବାତ୍ୟା ଗୁଲାବ। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅୖଞ୍ଚଳରେ ବର୍ଷା  ଲାଗି ରହିଛି। ଆଜି ମଧ୍ୟ ରାତ୍ରୀରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପିଟି ହେବ। ତେବେ … Read More