ପିପିଲି ଉପ ନିର୍ବାଚନ: କଡ଼ା ସୁରକ୍ଷା ଓ କଟକଣା ଭିତରେ ଭୋଟ୍ ଦେଉଛି ପିପିଲି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କଡ଼ା ସୁରକ୍ଷା ଓ କରୋନା କଟକଣା ଭିତରେ ସକାଳ ୭ଟାରୁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ବୁଥରେ ଶୃଙ୍ଖଳିତ ମତଦାନ ଚାଲିଥିବା ଦେଖିବାକୁ ମିଳିଛି। ଭୋଟ୍ଦାତାମାନେ ସେମାନଙ୍କ ପରିଚୟପତ୍ର ଦେଇ … Read More











