ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍
ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ନନ୍ଦନକାନନରେ ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେବେ ପର୍ଯ୍ୟଟକ। ୭ ବର୍ଷ ପରେ ଟ୍ରାକ୍ରେ ଗଡ଼ିବ ଟଏ ଟ୍ରେନ୍। ଚିଡ଼ଆଖାନା ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଟ୍ରେନ ଦେବ ବୁଲିବାର ଅଭୂଲା ଅନୁଭୂତି। ଏମ୍ସିଏଲର ଆର୍ଥିକ … Read More











