କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ନର୍ମାଲ୍ ଜେଲକୁ ସିଫ୍ଟ ହେଲେ ଆର୍ଯ୍ୟାନ୍
ମୁମ୍ବାଇ, (ଓଡିଶା ଟାଇମ୍): ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୫ ଅଭିଯୁକ୍ତଙ୍କର ବୁଧବାର ଦିନ କୋଭିଡ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନକାରାତ୍ମକ ଆସିଛି। ଆର୍ଥର ରୋଡ ସେଣ୍ଟ୍ରାଲ ଜେଲରେ ରହୁଥିବା ଆର୍ଯ୍ୟନ ଖାନ ଏବଂ ଅନ୍ୟ କଏଦୀମାନଙ୍କୁ … Read More











