ଅସହାୟତା ନା ଚତୁରତା: ସଞ୍ଜୟଙ୍କ ‘ଷଡ଼ଯନ୍ତ୍ର’ର ନାୟକ କିଏ?
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଦଳ ଭିତରେ ସବୁକିଛି ଏବେ ଆଉ ଠିକ୍ ଚାଲିନି। ବିଗତ ପଚିଶ ବର୍ଷରେ ରାଜ୍ୟର କୋଣ ଅନୁକୋଣକୁ ମାଡ଼ିଥିବା ଶଙ୍ଖର ସବୁଜ ଲହଡ଼ି ସୀମା ଲଙ୍ଘି ଏବେ ସଂଗଠନର କୂଳ ଖାଇବାକୁ ବସିଲାଣି। ଗୋଟିଏପଟେ ଉପନିର୍ବାଚନରେ ପ୍ରାର୍ଥୀ … Read More











