ସୋମବାର ସକାଳ ୧୦ରୁ ୪ ରେଳରୋକୋ: ଓଡ଼ିଶା ପ୍ରଦେଶ କଂଗ୍ରେସର ସମର୍ଥନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସୋମବାରଦିନ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ରେଳରୋକୋ ଡାକରାକୁ ସମର୍ଥନ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଏହି ମର୍ମରେ ଜିଲ୍ଲାସ୍ତରରେ ଥିବା କଂଗ୍ରେସ କମିଟିଗୁଡ଼ିକ ପକ୍ଷରୁ ସାରା ରାଜ୍ୟରେ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସହଯୋଗ … Read More

ପୂଜା ବଜାରରେ ରିଲିଜ୍ ହେଲା ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ “ମନ ମୋ ନେଇ ଗଲୁରେ”

ଭୁବନେଶ୍ବର, (ଓଡିଶା ଟାଇମ୍): ଦଶହରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ” । ପ୍ରଫେସର (ଡଃ) ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି … Read More

ଆସନ୍ତାକାଲି ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ ବାତିଲ, ରାଜଧାନୀର ସମୟ ବଦଳିବ, ଜାଣନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା କାଲି ଅର୍ଥାତ୍‌  ଅକ୍ଟୋବର ୧୭ ତାରିଖ ରବିବାରଦିନ ଭୁବନେଶ୍ଵରଠାରୁ ଛାଡ଼ିବାକୁ ଥିବା ସମ୍ପର୍କକ୍ରାନ୍ତି ବାତିଲ ରହିବ। ସେହିପରି ରାଜଧାନୀ ଏକ୍ସପ୍ରେସ୍‌ର ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଜାରି ଏକ ସୂଚନା … Read More

ପୂଜା ବଜାରରେ “ମନ ମୋ ନେଇ ଗଲୁରେ”

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଦଶହରାରେ ରିଲିଜ୍‌ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ମୋ ମନ ନେଇଗଲୁ’ରେ। ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଥିବା ଏହି ଫିଳ୍ମ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ” । ପ୍ରଫେସର  ମନୋଜରଞ୍ଜନ ନାୟକଙ୍କ … Read More

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ବର, (ଓଡିଶା ଟାଇମ୍):  କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକଙ୍କ ସୂଚନା ମୁତାବକ, … Read More

କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ? ଖୁଲାସା କଲେ ଡିସିପି

ଭୁବନେଶ୍ବର, (ଓଡିଶା ଟାଇମ୍): ବହୁ ଚର୍ଚ୍ଚିତ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଖୁଲାସା କରିଛନ୍ତି ଡିସିପି ଉମାଶଙ୍କର ଦାଶ । ମନୀଷଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସ୍ପଷ୍ଟ କରିଛନ୍ତି । ଡିସିପି କହିଛନ୍ତି, ଏହି ଚର୍ଚ୍ଚିତ ମୃତ୍ୟୁ … Read More

ପୁଣି ଦେଶରେ ବଢ଼ିଲା ତୈଳଦର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କ୍ରମାଗତ ତୃତୀୟ ଦିନ ପାଇଁ ମହଙ୍ଗା ହୋଇଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର। ଦାମ ବଢ଼ିବା ସହ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ … Read More

ମନୀଷ ମୃତ୍ୟୁ ମାମଲା, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍): ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନୂଆ ମୋଡ । ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦୀନେଶ ମହାପାତ୍ର ଓରଫ ଲିଟୁ, ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା … Read More

ପାର୍ବଣରେ ଲୋକମାନେ ବାହାରେ ଭିଡ ଜମାଇଥିଲେ, ଆଗାମୀ ଦିନରେ ଏହାର ପ୍ରଭାବ ପଡିପାରେ…

ଭୁବନେଶ୍ବର, (ଓଡିଶା ଟାଇମ୍): ପାର୍ବଣରେ କରୋନାର ପ୍ରଭାବ ଆସନ୍ତା ୭ରୁ ୧୦ ଦିନ ଭିତରେ ଜଣାପଡିବ। ପାର୍ବଣରେ ଯେଉଁ ଭଳି ଭାବରେ ଲୋକମାନେ ଭିଡ଼ ବାହାରେ ଜମାଈଥିଲେ। ଆଗାମୀ ଦିନରେ ଏହାର ପ୍ରଭାବ ନିଶ୍ଚିନ୍ତ ଭାବରେ ପକାଇବ। ଏନେଇ ସରକାର ପ୍ରସ୍ତୁତ … Read More