‘ତୁ ସେଇ ନୀଳ ନୟନା’ର ସୁଟିଂ ୨୭ ତାରିଖରୁ

ଭୁବନେଶ୍ବର, (ଓଡ଼ିଶା ଟାଇମ୍):   ମୁନ୍ ଟିଭି ମୁଭିଜ୍ ପକ୍ଷରୁ ଘୋଷିତ ୧୦ଟି ନୂଆ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଫିଲ୍ମ ‘ତୁ ସେଇ ନୀଳ ନୟନା’ର ସୁଟିଂ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରବିବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ … Read More

ପ୍ରଦୀପ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର, (ଓଡ଼ିଶା ଟାଇମ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ । ପ୍ରଦୀପଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । … Read More

୫ ଦିନିଆ ଇସ୍ରାଏଲ୍‍ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର

ନୁଆଦିଲ୍ଲୀ, (ଓଡିଶା ଟାଇମ୍): ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆଜିଠାରୁ ୫ ଦିନିଆ ଇସ୍ରାଏଲ୍‍ ଗସ୍ତରେ ଯାଉଛନ୍ତି। ଇସ୍ରାଏଲ୍‍ର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ୟାଇର୍‍ ଲାପିଡ୍‍ଙ୍କ ନିମନ୍ତ୍ରଣ କ୍ରମେ ସେ ଇସ୍ରାଏଲ୍‍ ଗସ୍ତରେ ଯାଉଛନ୍ତି। ବୈଦେଶିକ ମନ୍ତ୍ରୀ ହେବା … Read More

ଫିଲପାଇନ୍ସରେ ବଢୁଛି ସାମୁଦ୍ରିକ ବାତ୍ୟା ‘କୋମ୍ପାସୁ’ ମୃତ୍ୟୁ ସଂଖ୍ୟା

ମାନିଲା,( ଓଡିଶା  ଟାଇମ୍): ଫିଲପାଇନ୍ସ ସରକାର ଘୂର୍ଣ୍ଣିବାତ୍ୟା କୋମ୍ପାସୁ ଯୋଗୁ ଅନୁନ୍ୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ପୁଷ୍ଟି କରିଛନ୍ତି। ଏବେବି ୧୬ ଜଣ ନିଖୋଜ ଅଛନ୍ତି। ଏଣୁ ହୁଏତ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେବେ … Read More

ବସ ଭଡ଼ା ବଢିବା ପରେ ଭୁବନେଶ୍ବରରୁ ଜିଲ୍ଲାମୁଖ୍ୟାଳୟ ଗୁଡ଼ିକୁ କେତେ ଟଙ୍କା ଭଡ଼ା ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବସ ଭଡ଼ା ବଢ଼ିବା ପରେ ଏବେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ସବୁ ଜିଲ୍ଲା ମୁଖ୍ୟାଳୟକୁ କଣ ରହିଛି ବସ ଭଡ଼ା ଜାଣନ୍ତୁ ।  ଏବେ କଟକକୁ ସାଧାରଣ ବସ୍‌ ଭଡ଼ା ୨୮ ଟଙ୍କା, ଏକ୍ସପ୍ରେସ ୨୯ ଟଙ୍କା, … Read More

ଆନ୍ଦୋଳନ ସ୍ଥଳରେ ଯୁବକଙ୍କୁ ହତ୍ୟା ମାମଲା, ଆଉ ୨ ଗିରଫ

ଚଣ୍ଡିଗଡ, (ଓଡିଶା ଟାଇମ୍): ସିଂଘୁରଠାରେ ଜଣେ ଦଳିତ ଯୁବକ ଲଖବୀର ସିଂଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯିବା ମାମଲାରେ ସରବଜିତ ସିଂ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ସହିତ ଘଟଣା ପାଇଁ ସେ ଦାୟୀ ବୋଲି ସ୍ୱୀକାର କରିସାରିଛନ୍ତି । ତେବେ … Read More

ଭସାଣୀ ବେଳେ ମାଡିଗଲା କାର୍‌, ଚକା ତଳେ ଚାପି ହୋଇଗଲା ଶିଶୁ

ଭୋପାଳ, (ଓଡିଶା  ଟାଇମ୍): ଛତିଶଗଡର ଜଶପୁର ଘଟଣା ମନରୁ ନଲିଭୁଣୁ ଏବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି ଏଭଳି ଘଟଣା । ଭୋପାଳରେ ଦୁର୍ଗା ବିସର୍ଜନ ସମାରୋହରେ ଜଡିତ ଲୋକଙ୍କ ଉପରେ ମାଡ଼ିଯାଇଛି କାର୍ । ଏହି ଦୁର୍ଘଟଣାରେ ଜଣେ ଶିଶୁ … Read More

ତେଲ ଦର ପ୍ରଭାବରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର (ଓଡ଼ିଶା ଟାଇମ୍) : ତୈଳ ଦର ପରେ ଏବେ ବସ ଭଡ଼ା ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ। କୋରୋନା ମହାମାରୀର ପ୍ରଥମ ଲହର ପରେ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ଏଭଳି ବଢ଼ିଛି ଯାହା ସାଧାରଣ … Read More

ରାଜଧାନୀରେ ପୁଣି ବେକାବୁ ପ୍ରଦୂଷଣ, ଗାଜିଆବାଦ ବିଶ୍ବର ସବୁଠୁ ପ୍ରଦୂଷିତ ସହର

ଶନିବାର ସୁଦ୍ଧା ଗାଜିଆବାଦରେ ପ୍ରଦୂଷଣ ହାର ବହୁତ ତଳକୁ ଖସି ଆସିଛି । ଅତି ଖରାପ ପରିସ୍ଥିତିକୁ ଖସି ଗାଜିଆବାଦର ଏୟାର କ୍ବାଲିଟି ଇଣ୍ଡେକ୍ସ(Airquality Index) ୩୪୯ରେ ପହଞ୍ଚିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ବାୟୁ ଗୁଣାତ୍ମକ ସୂଚକାଙ୍କ … Read More

କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । … Read More