ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌, ଜରିମାନା

କଟକ, (ଓଡିଶା ଟାଇମ୍):ଦୁଷ୍କର୍ମକାରୀକୁ ୨୦ ବର୍ଷ ସଜ୍ଜା । ଏଥିସହ ୧୦ ହଜାର ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ । ଏକ ଦୁଷ୍କର୍ମ ମାମଲାର ଶୁଣାଶି କରି ସ୍ଵତନ୍ତ୍ର ପୋକ୍ସୋ କୋର୍ଟ କଟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ … Read More

ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେପି, ମମିତା ମେହେର ହତ୍ୟାକାଣ୍ଡରେ ହସ୍ତକ୍ଷେପ ଦାବି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟ ମାନବଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେପି । ମମିତା ମେହେର ହତ୍ୟାକାଣ୍ଡରେ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବି ନେଇ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପିର ଏକ ଟିମ୍ । ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି … Read More

ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବ ଓଡ଼ିଶାର ‘ମିନି ଜଙ୍ଗଲ’

 ମନିଶ କୁମାର ସ୍ଥାନୀୟ ଲୋକମାନେ ଆଶା କରୁଛନ୍ତି ଯେ ଏହି ଛୋଟ ଜଙ୍ଗଲଗୁଡ଼ିକ ସେମାନଙ୍କର ଉପକୂଳବର୍ତ୍ତୀ ବାସସ୍ଥାନକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରିବ ଓ ସେମାନଙ୍କୁ ନିଶ୍ୱାସ ନେବାପାଇଁ ନିର୍ମଳ ବାୟୁ ଦେବ । ଗତ ବର୍ଷ ‘ସାଇନ୍ସ ଅଫ ଦି … Read More

ମଣିଷ ଦେହରେ ଲାଗିଲା ଘୁଷୁରି କିଡନି

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଆମେରିକାରେ(AMERICA) ଏକ ବିରଳ ପ୍ରତିରୋପଣ ପରୀକ୍ଷା ସଫଳ ହୋଇଛି।ମଣିଷ ଦେହରେ ଘୁଷୁରି କିଡନି(PIG KIDNEY) ପ୍ରତିରୋପଣ(TRANSPLANT) କରାଯାଇଛି।ବୈଜ୍ଞାନିକମାନେ ଅସ୍ଥାୟୀ ଭାବେ ଘୁଷୁରି କିଡନି ଲଗାଇ ତାହା କାମ କରୁଛି କି ନାହିଁ ପରୀକ୍ଷା କରିଥିଲେ। ଆଉ ଏଥିରେ ଏବେ … Read More

ଉତ୍ତରାଖଣ୍ଡରେ ବର୍ଷାର ବିତ୍ପାତ ; ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି

ଡ଼େରାଡ଼ୁନ୍, (ଓଡିଶା ଟାଇମ୍):  ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ସହ ବର୍ଷାର ବିତ୍ପାତରେ ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି ପାଇଛି। ଗୁରୁବାର ଦିନ ବାଗେଶ୍ୱର ଜିଲ୍ଲାର ସୁନ୍ଦରଧୁଙ୍ଗା ଉପତ୍ୟକାରେ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ସୂଚନା … Read More

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ

ଭୁବନେଶ୍ବର, (ଓଡିଶା  ଟାଇମ୍): ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ୍‌ ଯାଇଥିବା  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଜାମିନ । ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ … Read More

ଫେସବୁକ୍, ଟ୍ୱିଟର ସହ ପ୍ରତିଯୋଗିତା କରିବ ଡୋନାଲ୍ଡ ଟ୍ରମ୍ପଙ୍କ ‘ଟ୍ରୁଥ୍ ସୋସିଆଲ୍’

ଟ୍ୱିଟର ଯେତେବେଳେ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା, ସେତେବେଳେ ତାଙ୍କର ୮.୮୭ ମିଲିୟନ ଅନୁଗାମୀ ଥିଲେ ଏବଂ ସେ ୫୧ ଜଣଙ୍କୁ ଅନୁସରଣ କରୁଥିଲେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ଶୁଭାରମ୍ଭ … Read More

ମସ୍କୋରେ ଭାରତ-ତାଲିବାନ ଆଲୋଚନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନ ପ୍ରସଙ୍ଗରେ ମସ୍କୋରେ ଭାରତ ଓ ତାଲିବାନ ମଧ୍ୟରେ ଆଲୋଚନା ହୋଇଛି । ଆଫଗାନିସ୍ତାନ ସରକାରର ଉପ ପ୍ରଧାନମନ୍ତ୍ରୀ ଅବ୍ଦୁଲ ସଲାମ ହନଫିଙ୍କ ନେତୃତ୍ୱରେ ତାଲିବାନୀ ପ୍ରତିନିଧିମଣ୍ଡଳ ଭାରତର ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି । ତାଲିବାନର … Read More

ପ୍ରଥମ ଥର ପାଇଁ ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ

ମୁମ୍ବାଇ, (ଓଡିଶା ଟାଇମ୍): ବେଆଇନ ନିଶାଦ୍ରବ୍ୟ ସେବନ ମାମଲାରେ ଗିରଫ ହୋଇ ସଂପ୍ରତି ଆର୍ଥର ରୋଡ କାରାଗାରରେ ବନ୍ଦୀ ଥିବା ଆରୟନ ଖାଁଙ୍କୁ ଭେଟିଛନ୍ତି ତାଙ୍କ ବାପା ତଥା ବଲିଉଡର ସୁପରଷ୍ଟାର ଶାହରୁଖ ଖାଁ । ବୁଧବାର ଦିନ ଆରୟନଙ୍କର ଜାମିନ … Read More

ଉତ୍ତରାଖଣ୍ଡରେ ଜଳପ୍ରଳୟ : ୫୨ ମୃତ

ଡ଼େରାଡ଼ୁନ୍, (ଓଡିଶା ଟାଇମ୍): ଉତ୍ତରାଖଣ୍ଡରେ ମୂଷଳଧାରାରେ ବର୍ଷା ପରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି । ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଏବେସୁଦ୍ଧା ୫୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । … Read More