ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ କୌଣସି ଏକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ପ୍ରୀତି ଲାଭ ହେବ । ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ । ଚାଷୀ- ଚାଷ … Read More

ବିଜେଡିରେ ମିଶିବେ ପ୍ରଦୀପ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା

ନବରଙ୍ଗପୁର , (ଓଡିଶା ଟାଇମ୍): ବିଡେଜିରେ ମିଶିବେ ପ୍ରଦୀପ ମାଝୀ । ନବରଙ୍ଗପୁରରେ ଶକ୍ତି ପ୍ରଦର୍ଶନ ପରେ ଏହି ଘୋଷଣା କରିଛନ୍ତି ନିଜେ ପ୍ରଦୀପ । କହିଛନ୍ତି ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିବି । କେବଳ ସେତିକି ନୁହେଁ … Read More

ଆଜି ଭାରତ-ପାକ୍‌ ମୁକାବିଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୁପର ସଣ୍ଡେରେ ସୁପର ମୁକାବିଲା । ଟି-ଟ୍ବେଣ୍ଟି ବିଶ୍ବକପରେ ରବିବାର ଭାରତ ପାକିସ୍ତାନ ମୁକାବିଲା । ମୁହାଁମୁହିଁ ହେବେ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦ୍ବୀ । ଏହି ହାଇଭୋଲଟେଜ୍ ମୁକାବିଲା ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି … Read More

ଦେଶରେ ଚିହ୍ନଟ ହେଲେ ୧୫ ହଜାର ୯୦୬ ନୂଆ କରୋନା ଆକ୍ରାନ୍ତ, ୫୬୧ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୫ ହଜାର ୪୬୮କୁ ବୃଦ୍ଧି ପାଇଛି। … Read More

କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୯ ବୃଦ୍ଧି ପାଇଛି । … Read More

ଆଜି ଇଣ୍ଡିଆ ମାରିବ ଚଉକା ଛକା, ପାକିସ୍ତାନକୁ ଆଦୌ ମିଳିବନି ମଉକା

ଦୁବାଇ,(ଓଡ଼ିଶା ଟାଇମ୍): ଆଜି ଆରମ୍ଭ ହେବ ବିଶ୍ବକପ ୨୦୨୧ର ସବୁଠୁ ଚର୍ଚ୍ଚିତ ,ଉତ୍ତେଜନା ପୂର୍ଣ୍ଣ ଏବଂ ଉଦବେଗ ଭରା ମ୍ୟାଚ । କାରଣ ଆଜି ମୈଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ବିରୋଧୀ ଭାରତ ଓ ପାକିସ୍ତାନ । ଯେଉଁ ମହାଲଢେଇକୁ ସମଗ୍ର … Read More

୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍):  ଗତ ୨୪ ଘଣ୍ଟା ମଧ୍ୟରେ ୪୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୮୪୧୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୦ … Read More

ପ୍ରକାଶ ପାଇଲା +୩ ସ୍ପଟ୍ ମେରିଟ୍ ଲିଷ୍ଟ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ବିଭିନ୍ନ ସ୍ୱୟଂଶାସିତ ଓ ଡିଗ୍ରୀ କଲେଜରେ ଖାଲିଥିବା ଯୁକ୍ତ ତିନି ସିଟ୍‌ରେ ନାମଲେଖା ପାଇଁ ଶନିବାର ସ୍ପଟ୍‌ ମେଧା ତାଲିକା ପ୍ରକାଶ ପାଇଛି । କଲେଜ ନୋଟିସ୍‌ ବୋର୍ଡରେ ମେଧା ତାଲିକା ପ୍ରକାଶ କରାଯାଇଛି । … Read More

ପାକିସ୍ତାନକୁ ସମର୍ଥନ କରି ଫସିଲା ତୁର୍କୀ, ଲାଗିଲା ଆର୍ଥିକ କଟକଣା

ପାକିସ୍ତାନ, (ଓଡିଶା ଟାଇମ୍): ପାକିସ୍ତାନର ନୂଆ ବନ୍ଧୁ ସାଜିଥିବା ତୁର୍କୀ ଏବେ ଫସିଯାଇଛି। ‘ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ବା ଏଫଏଟିଏଫ ପକ୍ଷରୁ ତୁର୍କୀକୁ ଏବେ ‘ଧୂସର’ ତାଲିକାଭୁକ୍ତ କରାଯାଇଛି। ଆତଙ୍କବାଦୀଙ୍କୁ ସମର୍ଥନ କରିବା ଓ ଏହାକୁ ଜାତୀୟ ନୀତି କରିବା … Read More

ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଲଖିମ୍‌ପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ । ଜେଲରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଆଶିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଜେଲ … Read More