ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କର କାର୍ଯ୍ୟକାଳ ୩ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ତାଙ୍କୁ ଆରବିଆଇ ଗଭର୍ଣ୍ଣର ଭାବରେ ପୁନଃ ନିଯୁକ୍ତି ଦିଆଯାଇଥିବା ସରକାରୀ ବିଜ୍ଞପ୍ତିରେ … Read More

ବଙ୍ଗୋପସାଗରରେ ଲଘୁଚାପ, ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ସହ ସାମନ୍ତାରାଳ ଭାବେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠୁ ୨ ତାରିଖ ଯାଏଁ ରାଜ୍ୟରେ ପାଗରେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ପରିବାରର ଯଥାର୍ଥ ଦାୟିତ୍ୱବାନ ହୋଇପାରନ୍ତି । ମନରେ ପ୍ରସନ୍ନତାଭାବ ଦେଖା ଦେବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ । ଚାଷୀ- ଚାଷ … Read More

ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନଙ୍କୁ ମିଳିଲା ଜାମିନ

ମୁମ୍ବାଇ, (ଓଡିଶା ଟାଇମ୍):ବହୁ ଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲା ଜାମିନ୍‌ । ବହୁ ଛକା ପଞ୍ଛା ପରେ କୋର୍ଟ ତାଙ୍କ ବେଲ୍‌ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି । ଏଥି ସହିତ କୋର୍ଟ ଅନ୍ୟ … Read More

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩ ଗବେଷକ

ଭୁବନେଶ୍ୱର, ( ଓଡ଼ିଶା ଟାଇମ୍‌): ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ … Read More

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର, (ଓଡିଶା ଟାଇମ୍): ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ । ପ୍ରସନ୍ନଙ୍କ ୫ଟି ଘରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୫ଟି ଭିଜିଲାନ୍ସ ଟିମ୍ ନିୟୋଜିତ ଅଛନ୍ତି । ତେବେ କଳ୍ପନା … Read More

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦାମ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଦେଶରେ କ୍ରମାଗତ ଭାବରେ ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲର ଦାମ୍ । ଦିଲ୍ଲୀରେ ପେଟ୍ରୋଲ୍ ୧୦୮ ଟଙ୍କା ୨୯ ପଇସା ହୋଇଥିବା ବେଳେ ଡିଜେଲ ୯୭ ଟଙ୍କା ୨ ପଇସା ହୋଇଛି । ସେହିପରି ମୁମ୍ବାଇରେ … Read More

୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୦୨୩୦ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୭ … Read More

ତୁଟୁନି ଆର୍ଯ୍ୟନ୍‌ଙ୍କ ଅଡୁଆ, ଆଜି ବମ୍ବେ ହାଇକୋର୍ଟରେ ହେବ ପୁଣି ଶୁଣାଣି

ମୁମ୍ବାଇ, (ଓଡିଶା ଟାଇମ୍): ଆର୍ଯ୍ୟନ ଖାନଙ୍କୁ କେବେ ମିଳିବ ବେଲ୍। ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଆର୍ଯ୍ୟନଙ୍କୁ ମିଳିନି ଜାମିନି। ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ହେବ ଶୁଣାଣି । ଆର୍ଯ୍ୟନଙ୍କ ପକ୍ଷ ରଖୁଛନ୍ତି ବରିଷ୍ଠ … Read More

ଖେଳରତ୍ନ ପୁରସ୍କାର ପାଇଁ ପ୍ରମୋଦ ମନୋନୀତ

ଭୁବନେଶ୍ବର, (ଓଡିଶା ଟାଇମ୍): ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ରାଜ୍ୟବାସୀଙ୍କ ପାଇଁ ଆଣିଛନ୍ତି ଆଉ ଏକ ବଡ଼ ଖୁସି ଖବର। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ‘ଖେଳ ରତ୍ନ’ ପୁରସ୍କାର … Read More