ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡ଼ ୨୦୧୯
ଚଳିତମାସ ୭ ତାରିଖରେ କାଲିଫର୍ଣ୍ଣିଆର ବ୍ରେଭେରି ହିଲଟନ୍ଠାରେ ୭୬ତମ ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡ଼ ଉତ୍ସବର ଶୁଭାରମ୍ଭ ହୋଇଛି । ‘କଲର୍ସ ଇନ୍ଫିନିଟି’, ‘କମେଡ଼ି ସେଣ୍ଟ୍ରାଲ୍ ଇଣ୍ଡିଆ’ ଓ ‘ଭିଏଚ୍ ୧ ଇଣ୍ଡିଆ’ ଚ୍ୟାନେଲ୍ରେ ଏହି ଉତ୍ସବର ଲାଇଭ୍ ଟେଲିକାଷ୍ଟ୍ କରାଯାଉଛି । … Read More











