ଦକ୍ଷିଣ ଓ ପଶ୍ଚିମ ପ୍ରାନ୍ତରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ଵର, (ଓଟି): ଦିନକୁଦିନ ସମ୍ବଲପୁର ଓ ରାଜ୍ୟର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ତେଜୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି। ସମ୍ପୃକ୍ତ ପ୍ରସଙ୍ଗରେ ଚତୁର୍ଥଥର ପାଇଁ ଲେଖିଥିବା … Read More











