କେଜ୍ରିୱାଲ୍ ୩୧ରେ ଭୁବନେଶ୍ୱର ଆସିବେ
ଜାନୁଆରୀ ୩୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଭୁବନେଶ୍ୱର ଆସିବେ। ଏ ନେଇ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ ସେଦିନ ଅପରାହ୍ନରେ ଲୋୟର ପିଏମ୍ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ … Read More











