ରାହୁଲଙ୍କ ଲକ୍ଷ୍ମଣ ରେଖାକୁ ଟପି ପାରିବେତ ଶାହା
ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ଭାରତୀୟ ଜନତାପାର୍ଟି ଅଧ୍ୟକ୍ଷ ଅମିତ ଶାହା। ଦଳୀୟ କର୍ମକର୍ତ୍ତାଙ୍କୁ ସେ ଭେଟିବେ। କି ମନ୍ତ୍ର ଦେବେ, ସେ କଥା ଶାହା ଜାଣିଥିବେ। କିନ୍ତୁ ସାଲେପୁର ଜନସଭାରେ ଶାହା କି ଭାଷଣ ଦେବେ ତାହାକୁ ନେଇ କଳ୍ପନାଜଳ୍ପନା … Read More











