ସମୁଦ୍ର ତଳୁ ମିଳିଲା ୨ ହଜାର ବର୍ଷ ପୁରୁଣା ‘ପାର୍ଟି ସିଟି

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ସ୍କୁବା ଡାଇଭିଂ ସମୁଦ୍ରରେ ୨୦୦୦ ବର୍ଷ ପୁରୁଣା ପାର୍ଟି ସିଟି ଖୋଜି ବାହାର କରିଛନ୍ତି। ଏହି ପାର୍ଟି ସିଟି ବିଷୟରେ ଜାଣିବା ପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମୁଦ୍ର ତଳେ ମିଳିଥିବା ଏହି ପାର୍ଟି ସିଟିକୁ ରୋମାନ ସମୟର … Read More

କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୩୧୬ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି … Read More

୨୪ ଘଣ୍ଟାରେ ବାହାରିଲେ ୩୧୬ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୧୭୭୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୬ … Read More

ଦାନ୍ତେଓ୍ଵାଡାରେ ମାଓ-ପୋଲିସ ଗୁଳି ବିନିମୟ: ୩ ମହିଳା ମାଓବାଦୀ ମୃତ

ରାୟଗଡା, (ଓଡିଶା ଟାଇମ୍): ଛତିଶଗଡର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ରବିବାର ମାଓ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ତିନି ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତିନି ଜଣଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା … Read More

ବିଜେପିର ୮ ଘଣ୍ଟିଆ ବରଗଡ ବନ୍ଦ ପାଳନ

ବରଗଡ଼, (ଓଡିଶା ଟାଇମ୍): ବରଗଡ଼ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର ଓ  ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ତାତି ଥମୁନି । ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ବରଗଡ଼ରେ ଆଠ ଘଣ୍ଟିଆ ବନ୍ଦ ପାଳନ … Read More

ଆଜିଠୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ଆରମ୍ଭ ହେବ ୟୁଜି ଓ ପିଜି ପ୍ରଥମ ବର୍ଷ ପାଠପଢ଼ା। ନଭେମ୍ବର ୧ ରୁ ୟୁଜି ପ୍ରଥମ ବର୍ଷ ଓ ୧୫ ରୁ ପିଜି ପ୍ରଥମ ବର୍ଷ ଅଫଲାଇନ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆକସ୍ମିକ ବହୁତ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ଆଜି ହଠାତ୍ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡିବ । ଆଜିର କର୍ମକ୍ଷେତ୍ରରେ କ୍ଳାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ … Read More

ମୃତ୍ୟୁ ପରେ ମୃତକଙ୍କ ପାନ୍, ଆଧାର, ପାସପୋର୍ଟ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ କ’ଣ କରିବେ ?

ଯଦି କେହି ମରିଯାଏ, ସେମାନଙ୍କ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଚ୍ୟାଲେଞ୍ଜ ହୋଇପାରେ । ଆଜିର ଯୁଗରେ, ପାନ୍ ଏବଂ ଆଧାର କାର୍ଡ ଏକ ଜରୁରୀ ଦଲିଲରେ ପରିଣତ ହୋଇଛି । ଏପରି ପରିସ୍ଥିତିରେ, ଆପଣଙ୍କର ପାନ୍ କାର୍ଡ ଏବଂ ଆଧାର … Read More

ଏୟାରଲିଫ୍ଟ ହେଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର, (ଓଡିଶା ଟାଇମ୍): ଏୟାରଲିଫ୍ଟ ହେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏୟାର ଆମ୍ବୁଲାନ୍ସ ଯୋଗେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏବେ ଫୁଲବାଣୀରୁ ଭୁବନେଶ୍ବର ଅଣାଯାଉଛି । ଭୁବନେଶ୍ବରରେ ପହଞ୍ଚିବା ପ​‌ରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବ … Read More

ଦୀପାବଳି ପରେ ଖୋଲିବ ସ୍କୁଲ୍, କ୍ଲାସରୁମ୍ ପାଠପଢା ଖୁବଶୀଘ୍ର ଫେରିବ

ଭୁବନେଶ୍ବର,(ଓଡ଼ିଶା ଟାଇମ୍):– ଦୀପାବଳି ପରେ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ସ୍କୁଲ୍ । ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି … Read More