ରାତି ଗୋଟାଏରେ ଜଗନ୍ନାଥ ଗାଧୋଇବାକୁ ଯିବେ!

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ଏବେ ମଣିଷର ଦୈନନନ୍ଦିନ କାର୍ଯ୍ୟକ୍ରମରେ ଯେମିତି ପରିବର୍ତ୍ତନ ଆଣିଛି ସେମିତି ଶ୍ରୀଜଗନ୍ନାଥଙ୍କ ରୀତି ନୀତିରେ ଅଭୁତପୂର୍ବ ପରିବର୍ତ୍ତନ ଆଣିଛି। ଏହିକ୍ରମରେ ଚଳିତବର୍ଷ ସ୍ନାନଯାତ୍ରା ପାଇଁ ତିନି ଠାକୁରଙ୍କ ପହଣ୍ଡି ରାତି ଗୋଟାଏରୁ ଆରମ୍ଭ ହେବ। … Read More

ଦାଦନ, ପ୍ରବାସୀ, ଅତିଥି ଓ ମୋହରା

ବର୍ଷ ବର୍ଷଧରି ଯେଉଁ ପୁଅ ଅଲୋଡ଼ା ହୋଇ ଦାଦନ ଯାଇଥିଲା ଏବେ ସେ ପ୍ରବାସୀ ଆଖ୍ୟା ନେଇ ସରକାରଙ୍କ ଆତିଥ୍ୟ ପାଉଛି।  ତାକୁ ଆଗକୁ କାମ ମିଳିବ କି ନାହିଁ, ରୋଜଗାରର ପନ୍ଥା ମିଳିବ କି ନା ତାହା ଅସ୍ପଷ୍ଟ ହେଲେ … Read More

ବସ ଭଡା ବଢିନି : ଏସଟିଏ

ଭୁବନେଶ୍ୱର,(ଓଡଶା ଟାଇମ୍): ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି । ବସ୍ ଭଡ଼ାକୁ ନେଇ ସୂଚନା ଦେଇଛି … Read More

ଓଡିଶା ମୁହାଁ ପଙ୍ଗପାଳ,ଚାଷୀଙ୍କୁ ଘାରିଛି କ୍ଷତିର ଭୟ

ଭୁବନେଶ୍ୱର,(ଓଡଶା ଟାଇମ୍): ରାଜସ୍ଥାନ , ମଧ୍ୟପ୍ରଦେଶରେ ପଙ୍ଗପାଳ ଯୋଗୁ ଫସଲ ନଷ୍ଟ ହେଉଥିବା ବେଳେ ଏବେ ଓଡିଶା ଚାଷୀଙ୍କୁ ଘାରିଛି ଭୟ । ବାତ୍ୟା ମାଡ଼ ପରେ ଏବେ ଓଡ଼ିଶା ଚାଷୀଙ୍କୁ ପଙ୍ଗପାଳ ଭୟ । ଦଳଦଳ ହୋଇ, ଦେଶ ଭିତରେ … Read More

ପ୍ରେମିକାର ହତ୍ୟା ରହସ୍ୟ ଲୁଚାଇବାକୁ ଯାଇ ଦୁଇ ପରିବାରର ୯ ଜଣଙ୍କୁ ହତ୍ୟା କଲା ପିଶାଚ ପ୍ରେମିକ

ହାଇଦ୍ରାବାଦ, (ଓଡିଶା ଟାଇମ୍) : ହତ୍ୟାକାଣ୍ଡ ବି ଏପରି । ଯାହା ଗୋଟିଏ ନୁହେଁ ଏକାଥରକେ ୯ଜଣଙ୍କ ହତ୍ୟା । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି । ଏପରି ଏକ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ତେଲେଙ୍ଗାନାର ୱାରଙ୍ଗଲରୁ ପୋଲିସକୁ … Read More

‘ସୁଖବାସୀ’ ର ଦୁଃଖ: ପ୍ରବାସୀ ଶ୍ରମିକ  

“ଇତିହାସ ଚକ ପଛକୁ ବୁଲେନି  ଆଗକୁ ତାହାର ଗତି,  ଇତିହାସ ଚକ ରଥର ସାରଥୀ, ହେ ମଣିଷ ମେହନତି ।” ସହର, ଗ୍ରାମ୍ୟ ଅର୍ଥନୀତି ହେଉ ବା ବିଶ୍ୱ ଅର୍ଥନୀତି,- ସବୁଥିରେ ମେହନତି ମଣିଷର ଲୁହ ଲହୁର ଅବଦାନ ରହିଛି । … Read More

ମଦ କଳାବଜାରୀକୁ ପରୋକ୍ଷରେ ସ୍ୱୀକୃତି

ନିଶାରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର ଗୋଟିଏ ପରେ ଗୋଟେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବାକୁ ବସିଲାଣି । ଅନ୍ ଲାଇନ୍ ହୋମ୍ ଡେଲିଭରିକୁ ପ୍ରଥମ ଦିନରେ ଗ୍ରହଣ କରି ନଥିବା ମଦ ଦୋକାନୀ, ପ୍ରଶାସନ ସହ ଆଲୋଚନା ପରେ ରାଜି … Read More

ନିଶାରେ ନିଷ୍ପତ୍ତି-୨: ଓଡ଼ିଶା ମଦ ନିଗମର ହୋମ୍ ‌ଡେଲିଭରୀ ମିଶନ ଫେଲ୍‌

ରାଜ୍ୟରେ ମଦ  ହୋମ୍ ଡେଲିଭରି ମିଶନ୍ ଫେଲ୍ ମାରିଛି। ଯେମିତି ଲକ୍‌ଡାଉନ୍‌ ସମୟରେ ରେଡ୍‌ ଓ ଅରେଞ୍ଜ ଜୋନ୍‌ ବାହାରେ ଯାତ୍ରୀବାହୀ ବସ୍‌ ଚଳାଇବାକୁ ନିଷ୍ପତ୍ତି ନେଇ ସରକାର ଫେଲ୍‌ ହୋଇଥିଲେ ଠିକ୍‌ ସେମିତି। ଆଜି ପ୍ରଥମ ଦିନରେ ରାଜ୍ୟର କୌଣସି … Read More

ବଦଳିଲା କ୍ଵାରେଣ୍ଟୀନ ନିୟମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ନିୟମ ସହ ରାଜ୍ୟରେ କ୍ଵାରେଣ୍ଟୀନ୍‌ ନିୟମ ବି କୋହଳ ହୋଇଛି। ଏହିକ୍ରମରେ ରାଜ୍ୟ ସରକାର ତିନୋଟି ସଂଶୋଧନ ଘୋଷଣା କରିଛନ୍ତି। ପ୍ରଥମ ଘୋଷଣା ଅନୁସାରେ ରାଜ୍ୟରେ କ୍ଵାରେଣ୍ଟୀନ ଅବଧି ୨୧ ଦିନରୁ ପୁଣି ୧୪ ଦିନକୁ … Read More

କରୋନା ଭୁତାଣୁ ଲକ୍‌ଡାଉନ୍‌: ବିଶ୍ଵ ମୁକୁଳୁଛି ଚକ୍ରବ୍ୟୁହରୁ

କରୋନା ଭୂତାଣୁ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲାଗି ଉଣା ଅଧିକେ ବିଶ୍ୱର ସବୁ ଦେଶ ତାଲାବନ୍ଦୀ ( ଲକ୍‌ଡାଉନ୍‍) ଆପଣାଇଛନ୍ତି । ଦେଶ ଓ ଶାସନ ଭିତ୍ତିରେ ଯଦିଓ ପ୍ରକ୍ରିୟା ଅଲଗା ଅଲଗା ରହିଛି କିନ୍ତୁ ଜନସାଧାରଣଙ୍କୁ ଏହି ତାଲାବନ୍ଦୀର କଟକଣା … Read More