ସହିଦଙ୍କ ପରିବାରକୁ ଏବେ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ ଯୋଗୀ ସରକାର

ଲକ୍ଷ୍ନୌ, (ଓଡିଶା ଟାଇମ୍) :  ୟୁପିର କୌଣସି ଯବାନ ସହିଦ ହେଲେ ସେମାନଙ୍କ ପରିଜନଙ୍କୁ ଯୋଗୀ ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ନିଷ୍ପତ୍ତି ସମୟରେ କ୍ୟାବିନେଟ୍‌ର ମାହୋଲ ଭାବନାତ୍ମକ ହୋଇ ପଡିଥିଲା। ସମସ୍ତେ ଟେବୁଲ୍‌ … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ୧୨୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୨୯୭୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ମଙ୍ଗଳବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର ୧୯ ଜଣ … Read More

ଲଦାଖରେ ଭାରତ-ଚୀନ୍ ସେନା ହାତାହାତି : ଭାରତୀୟ ସେନାର ଜଣେ ଅଫିସରଙ୍କ ସହ ୨ଯବାନ ସହିଦ

ଲାଦାଖ୍ , (ଓଡିଶା ଟାଇମ୍) : ଗତ କିଛି ତଳେ LAC ସୀମାରେ ଭାରତର ରାସ୍ତା ନିର୍ମାଣକୁ ନେଇ ଚୀନ୍‌ ସେନା ସହିତ ବିବାଦ ଦେଖାଦେଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ପରିସ୍ଥିତି କିଛିଟା ଶାନ୍ତ ପଡିଥିଲା । … Read More

ବଢିଲା ବସ୍ ଭଡା : ସାଧାରଣ-ଏକ୍ସପ୍ରେସ୍ ୩ ପଇସା, ଡିଲକ୍ସ-ଏସି ଡିଲକ୍ସ ୬ ପଇସାକୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ବଢ଼ାଇଲେ ସରକାର। ସାଧାରଣ ବସ୍ ଭଡ଼ା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ … Read More

ଆଜିଠାରୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପୁଣି ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ମୁକାବିଲା, ଲକ୍‌ଡାଉନ୍‌ ସ୍ଥିତି ଓ ଆର୍ଥିକ ଗତିବିଧି ତ୍ବରାନ୍ବିତ କରିବା ପ୍ରସଙ୍ଗ … Read More

ସୁଶାନ୍ତଙ୍କ ବିୟୋଗ ସହି ନ ପାରି ପ୍ରାଣ ହାରିଲେ ଭାଉଜ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ପରିବାର, ସେଲିବ୍ରିଟ ଓ ପ୍ରଶଂସକମାନେ ଚକିତ ହୋଇଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଏତେ ସଫଳ ଅଭିନେତା ଆତ୍ମହତ୍ୟାକୁ ବାଛି ନେବେ ବୋଲି କେହି … Read More

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରେ କରୋନା ଲକ୍ଷଣ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ବିଡିଗିଯାଇଛି । ଭୀଷଣ ଜ୍ୱର ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୦୮ କରୋନା ସଂକ୍ରମିତ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୦୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ … Read More

ଭାରତରେ କରୋନା: ପୁଣି ୩୮୦ ମୃତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଭାରତରେ ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଭୂତାଣୁ ଥମିବାର ନା ଧରୁନାହିଁ। ପ୍ରତିଦିନ ୧୦ ହଜାରରୁ ଅଧିକ ରୋଗୀ ଏଥିରେ ସଂକ୍ରମିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୦ ହଜାର … Read More

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ , (ଓଡିଶା ଟାଇମ୍) : ପଞ୍ଚଭୂତରେ ଲୀନ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କରୋନା ପାଇଁ କଟକଣା ରହିଥିଲେ ମଧ୍ୟ ଅନେକ ବଲିଉଡ୍ କଳକାର … Read More