ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଶ୍ରୀନଗର, (ଓଡିଶା ଟାଇମ୍) : ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବାହିନୀ ଆଜି ଦୁଇଟି ପୃଥକ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ସୁରକ୍ଷା ବାହିନୀ ଶୋପିଆନ୍ ଜିଲ୍ଲାରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହା ପରେ ଶ୍ରୀନଗରର ଜାଦିବଲରେ ସର୍ଚ୍ଚ … Read More

ମହାପ୍ରଭୁଙ୍କ ଘୋଷଯାତ୍ରା ବିଧି, ଉଲ୍ଲଂଘନ ହୋଇପାରିବ ନାହିଁ: ଡା ଦାମୋଦର ରାଉତ

ଘୋଷଯାତ୍ରା ବିଧିର କୌଣସି ବିକଳ୍ପ ନାହିଁ । ଏହି ଘୋଷଯାତ୍ରା ବିଧି ପାଳନ ହେବା ସମୟରେ ସମଗ୍ର ବିଶ୍ୱରୁ ଲକ୍ଷଲକ୍ଷ ଭକ୍ତ ଆସି ଘୋଷଯାତ୍ରାରେ ଯୋଗ ଦେଇଥାନ୍ତି । ଘୋଷଯାତ୍ରା ଏକ ମେନାରଂଜନ କାର୍ଯ୍ୟକ୍ରମ ନୁହେଁ । ବିଶ୍ୱାସ ରହିଛି ବଡ … Read More

ରଥଯାତ୍ରା ବନ୍ଦ କରିବା ନେଇ କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଚଳିତ ବର୍ଷ ରଥଯାତ୍ରାକୁ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତି ଏବଂ ରାଜ୍ୟସରକାରଙ୍କ କାର୍ଯ୍ୟପନ୍ଥା ଉପରେ କ୍ଷୋଭ ପ୍ରକାଶ କଲେ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ମହାମାରୀ କରୋନା ସଂକ୍ରମଣକୁ … Read More

ଶୋପିଆନରେ ଜଣେ ଆତଙ୍କବାଦୀକୁ ନିହତ କଲା ଭାରତୀୟ ସେନା

ଶ୍ରୀନଗର, (ଓଡିଶା ଟାଇମ୍) : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳିବିନିମୟ ଆରମ୍ଭ ହୋଇଛି | ଶୋପିଆନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନା ଜଣେ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି … Read More

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରୁ ବରଗଡ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ … Read More

ରାଜ୍ୟରେ ସର୍ବାଧିକ ୩୦୪ କରୋନା ସଂକ୍ରମିତ ଚିହ୍ନଟ, ୫ହଜାର ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୩୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୬୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ଦେଶରେ ୪ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା,୨୪ ଘଣ୍ଟାରେ ୩୦୬ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଆଜି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୦ ହଜାର ୪୬୧କୁ ବୃଦ୍ଧି ହୋଇଛି । ଏଥିସହ ୨୪ ଘଣ୍ଟାରେ ଦେଶରେ ୩୦୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫,୪୧୩ ଜଣ ନୂତନ ଆକ୍ରାନ୍ତ … Read More

ଶରୀରରେ ହିମୋଗ୍ଲୋବିନ୍ ସ୍ତର କମ୍ ଥିଲେ, ଖାଆନ୍ତୁ ଏସବୁ ଫଳ

ଭୁବନେଶ୍ୱର: ସୁସ୍ଥ ଓ ସବଳ ରହିବା ପାଇଁ ସମସ୍ତେ ଭଲ ପାଇଥାନ୍ତି, ହେଲେ ବ୍ୟସ୍ତବହୁଳ ଜୀବନ ଫଳରେ ଠିକ୍ ଭାବେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇହୋଇନଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ହିମୋଗ୍ଲୋବିନ ଖୁବ୍ ଜରୁରୀ । ଡାକ୍ତରଙ୍କ ମତରେ … Read More

ଆସନ୍ତାକାଲି ବିରଳ ସୂର୍ଯ୍ୟୋପରାଗ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତାକାଲି ସୂର୍ଯ୍ୟୋପରାଗ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟ ହେବ । ଆଷାଢ଼ ମାସ ବିଜୟ ଅମାବାସ୍ୟାରେ ରାହୁଗ୍ରସ୍ତ କଙ୍କଣାକୃତି ଆଂଶିକ ଚୂଡ଼ାମଣି ସୂର୍ଯ୍ୟୋପରାଗ ସଂଘଟିତ ହେବ । ଭାରତର ହରିଆଣା, ରାଜସ୍ଥାନ, ଉତ୍ତରାଖଣ୍ଡର କିଛି … Read More

ଦିଲ୍ଲୀରେ ଓଡିଆ ଡାକ୍ତରଙ୍କ କରୋନାଜନିତ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ଦିଲ୍ଲୀରେ ଜଣେ ଓଡିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ଓଡିଆ ଡାକ୍ତରଙ୍କ ନାମ … Read More