ଗୋଟିଏ ଦିନରେ କରୋନା ନେଲା ୩ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) :ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୨୬୪ ଜଣ ପଜିଟିଭ୍ ବାହାରିଥିବା ବେଳେ ୩ ଜଣଙ୍କର ଜୀବନ ନେଇଛି କରୋନା । ଏହି କ୍ରମରେ … Read More

ରାଜ୍ୟରେ ଆଜି ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ୬୬୧୪ରେ ପହଞ୍ଚିଲା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଦେଶରେ ୧୬ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ପାଞ୍ଚ ଲକ୍ଷରୁ ଅଧିକ ଟପିଛି। ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ … Read More

ଆଜି ଦିନ ୧୧ ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡିଓରେ  ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଚଳିତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହେଉଛି ୬୬ତମ ସଂସ୍କରଣ।  ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ … Read More

ଶିରିପୁର ଲକ୍ଷ୍ମୀବଜାର ବସ୍ତିରେ କରୋନା ସଂକ୍ରମଣ: ଅବରୋଧ ଅଞ୍ଚଳ ଘୋଷିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵରରେ କରୋନା ସ୍ଥାନୀୟ ସଂକ୍ରମଣ ଭୟ ଦେଖା ଦେଇଛି। ଶିରିପୁସ୍ଥିତ ଲକ୍ଷ୍ମୀବଜାର ବସ୍ତିରୁ ଲଗାତାର ଗୋଟିକ ପରେ ଗୋଟିଏ କରୋନା ସଂକ୍ରମିତଙ୍କୁ ଠାବ କରିବା ପରେ ଏହି ଅଞ୍ଚଳରୁ ଯେମିତି ଅନ୍ୟ ଅଞ୍ଚଳକୁ କରୋନା ଭୁତାଣୁ ସଂକ୍ରମିତ … Read More

ମୋବାଇଲ୍‌ ଚାର୍ଜିଂ ସଙ୍କଟ ଦୂର କରିବ ସୋଲ୍‌-କା’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ହାତରେ ଧରିଥିବା ମୋବାଇଲ୍‌ ଯଦି ହଠାତ୍‌ ଡ୍ରାଏ ହୋଇଗଲା, ତେବେ ମୁଣ୍ଡ ଉପରେ ଚଡ଼କ ପଡ଼ିଲାପରି ଲାଗେ। ପୁଣି ଆଖପାଖରେ ଯଦି ଚାର୍ଜିଂ ଉତ୍ସ ନମିଳେ ବା କିଛି ପାୱାର ବ୍ୟାଙ୍କ୍‌ ନଥାଏ ତେବେ ଆପଣ କେମିତି … Read More

ରାଜ୍ୟ ପାଇଁ ଭଲ ଖବର ସୁସ୍ଥ ହେଲେ ଆଉ ୧୮୪ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆଜି ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬୦୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ … Read More

ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଉତ୍ତର ଭାରତରେ ପଙ୍ଗପାଳ କୃଷକମାନଙ୍କ ନିଦ ହଜାଇ ଦେଇଛନ୍ତି। ଆଜି ଏହି ପଙ୍ଗପାଳ ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ଏକ … Read More

ଅନ୍ୟ ଦେଶ ତୁଳନାରେ ଭାରତ ଏବେବି ଭଲ ସ୍ଥିତିରେ ରହିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ବିଶ୍ଵ ଏବେ ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। କୋଭିଡ-୧୯ କେବଳ ଏକ ଶାରିରୀକ ରୋଗ ନୁହେଁ, ଯାହା ଲୋକଙ୍କ ଜୀବନ ପାଇଁ ବିପଦ। ଏହାର ଆମର ଧ୍ୟାନକୁ ଅସୁସ୍ଥ ଜୀବନଶୈଳୀଗୁଡ଼ିକ ପ୍ରତି … Read More

ପୁରୀ ରଥଯାତ୍ରା: ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼

ପୁରୀ , (ଓଡିଶା ଟାଇମ୍) : ଆସନ୍ତାକାଲି ତିନି ରଥର ଦକ୍ଷିଣ ମୋଡ଼ କରାଯିବ । ସେନେଇ ରଥର ଯାଞ୍ଚ କରାଯାଇଛି । ତିନି ରଥକୁ ଯାଞ୍ଚ କରିଛନ୍ତି ରଥ ତଦାରଖ କମିଟି । ଶ୍ରୀମନ୍ଦିର ବୈଷୟିକ ଯନ୍ତ୍ରୀ, ପୂର୍ତ୍ତ ବିଭାଗ … Read More