ଲଦାଖ୍ ପରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା

ଲାଦାଖ୍, (ଓଡିଶା ଟାଇମ୍) : ଲଦାଖରେ କିଛି ସମୟ ପୂର୍ବରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରହିଥିଲା । କାରଗିଲର ଉତ୍ତର-ପଶ୍ଚିମରୁ ୧୯ କିମି ଦୂରରେ ଭୂକମ୍ପ ହୋଇଛି । କୌଣସି କ୍ଷୟ … Read More

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ଭୋପାଲ, (ଓଡିଶା ଟାଇମ୍) : ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟୀ ବା ବିଜେପି ସରକାରଙ୍କର ମନ୍ତ୍ରୀମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି । ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଯାଇଛନ୍ତି । କଂଗ୍ରେସର କମଲନାଥ … Read More

ଭୁବନେଶ୍ୱରରୁ ଆଜି ୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି  ରାଜ୍ୟରେ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୩ଜଣଙ୍କ ମଧ୍ୟରୁ ୮ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ଅଞ୍ଚଳରୁ ୫ଜଣ ଚିହ୍ନଟ ହୋଇଛନ୍ତି … Read More

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ,

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଅନଲକ୍ ୨ ଲାଗୁ ହୋଇଥିଲେ ବି କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଛି । ଆଜି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । … Read More

ଅଶି କୋଟି ଲୋକ ଭୋକିଲା !

ଦେଶର 80 କୋଟି ଲୋକ ଭୋକିଲା ! ମାନେ, ସେମାନେ ନିଜ ପାଇଁ ଦିନକୁ ଦୁଇ ଓଳି ମଧ୍ୟ ଖାଦ୍ୟ ଯୋଗାଡ଼ କରିବାକୁ ମଧ୍ୟ ଅକ୍ଷମ ! ନଭମ୍ବର ଯାଏଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, PMGKY”ର ସଂପ୍ରସାରଣ ହିଁ … Read More

ବାହୁଡ଼ିଲେ ମହାପ୍ରଭୁ, ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ୩ରଥ

ପୁରୀ, (ଓଡିଶା ଟାଇମ୍) : ବିନାଭକ୍ତରେ ହେଉ ପଛକେ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମଧ୍ୟ ଖୁବ୍‌ ସୁନ୍ଦର ଭାବେ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଘୋଷଯାତ୍ରା ସମୟରେ ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡ … Read More

ବହିଷ୍କୃତ IIC ଆନନ୍ଦ ମାଝୀକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ରାଉରକେଲା, (ଓଡିଶା ଟାଇମ୍) : ସୁନ୍ଦରଗଡ଼ ସ୍ଥିତ ବୀରମିତ୍ରପୁରରେ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ … Read More

ବିଜେଡିର ନୂଆ ସାଂଗଠନିକ ପଦାଧିକାରୀ ନିଯୁକ୍ତ, ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ଵ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶାସକ ଦଳ ବିଜେଡିରେ ବରିଷ୍ଠ ନେତାଙ୍କୁ ବିଭିନ୍ନ ସାଂଗଠନିକ ପଦପଦବୀରେ ଅଳଂକୃତ କରାଯାଇଛି। ବୁଧବାରଦିନ ଦଳ ପକ୍ଷରୁ ପକାଶିତ ଏକ ଆଦେଶନାମାରେ ଯୋଜନା ବୋର୍ଡ଼  ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କୁ ପୁଣିଥରେ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଦାୟିତ୍ଵ … Read More

ରାଜ୍ୟରେ ବଢିଲା ବସ୍ ଭଡା

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ବଢିଲା ବସ୍‌ ଭଡା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ … Read More

ଭୁବନେଶ୍ୱରରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ରାଜଧାନୀ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୨ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଓ ସ୍ଥାନୀୟ ଅଞ୍ଚଳରୁ ୮ଜଣ କରୋନା … Read More