ଘୋଷଣା ହେଲା ସିବିଏସଇ ପରୀକ୍ଷା ଫଳ ତାରିଖ

ଭୁବନେଶ୍ବର, (ଓଡିଶା ଟାଇମ୍) : ସିବିଏସ୍‌ଇ ଦ୍ବାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାଫଳ ଜୁଲାଇ ୧୧ରେ ଦ୍ବାଦଶ ଶ୍ରେଣୀ ଏବଂ ଜୁଲାଇ ୧୩ ରେ ଦଶମ ଶ୍ରେଣୀ ସିବିଏସ୍‌ସି ପରୀକ୍ଷାଫଳ ପ୍ରକାଶ ପାଇବ। ପରୀକ୍ଷାଫଳ ପ୍ରକାଶନ ତାରିଖ ଧାର୍ଯ୍ୟ ନେଇ ସିବିଏସ୍‌ଇ … Read More

ଆସିଲା ସମାଜସେବୀ ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କଣ ରହିଛି ରିପୋର୍ଟ..

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଜି ଆସିଛି । ରିପୋର୍ଟ ଅନୁସାରେ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଟ୍ରେନ ଆଘାତରେ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ରିପୋର୍ଟରୁ ତଥ୍ୟ … Read More

ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାରିମଧ୍ୟରେ ଓଡ଼ିଶାରେ ଆଜି ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍‌ ପହଂଚିଛି। ରିଜିଓନାଲ ମେଡିକାଲ … Read More

ରାଜ୍ୟରେ ଆଉ ୫୭୭ କରୋନା ସଂକ୍ରମିତ ଚିହ୍ନଟ : ୧୧ ହଜାର ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୨୦୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା … Read More

କରୋନା ପାଇଁ ଆସନ୍ତା ୧୦ ଯାଏ ଓଡ଼ିଶା ହାଇକୋର୍ଟ ବନ୍ଦ

କଟକ, (ଓଡିଶା ଟାଇମ୍) :କରୋନା ପାଇଁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଛି ସିଏମ୍‌ସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି … Read More

ପୋଲିସ ପଞ୍ଝାରେ ବିକାଶ ଦୁବେ

କାନପୁର, (ଓଡିଶା ଟାଇମ): କାନପୁର ସୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ବିକେଶ ଦୁବେ ଗିରଫ । ମଧ୍ୟପ୍ରଦେଶର ଉଜ୍ଜେନରୁ ଗିରଫ କଲା ପୋଲିସ । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍‌ଆଉଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା … Read More

ଅବାଟରେ ବନା ମଉସାଙ୍କ ଧାନ ବେପାର

ବରେନ୍ଦ୍ର କୃଷ୍ଣ ସାହୁ ବନା ମଉସା । ପୂରା ନାଁ ବନମାଳି ବାରିକ । ଉଚ୍ଚତା ସାଢେ 6 ଫୁଟରୁ ଅଧିକ ହେବ ! ମଉସା ଛିଡା ହୋଇ ପଡ଼ିଲେ 24 ଇଞ୍ଚିଆ ସାଇକେଲ ଗୋଡ଼ ତଳେ ଗଡ଼ିଯିବ । ଆମେ … Read More

ସରକାରୀ ନିଯୁକ୍ତି ନେଇ ସ୍ପଷ୍ଟ କଲେ ସରକାର; ପୂର୍ବ ଭଳି ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆର୍ଥିକ କଟକଣା ଓ ନୂଆ ନିଯୁକ୍ତି ଉପରେ କଟକରା ଲାଗୁ ହୋଇଥିଲା । ନୂଆ ସରକାରୀ ନିଯୁକ୍ତି ନେଇ ଅର୍ଥ ବିଭାଗ ପକ୍ଷରୁ ଆଜି ଏହି ସମ୍ପର୍କରେ ସ୍ପଷ୍ଟୀକରଣ ରଖାଯାଇଛି । ଖାଲି ପଡ଼ିଥିବା ସରକାରୀ … Read More

ରାଜ୍ୟରେ ଆଜି ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୬ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋରେ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ଗଞ୍ଜାମରେ ୩, … Read More

ରାଜ୍ୟରେ ଆଉ ୫୨୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୭ ଜଣ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୨୪ ରେ ପହଞ୍ଚିଛି । ଏ ନେଇ ରାଜ୍ୟ … Read More