ଓଡ଼ିଶାରେ ଅପପୁଷ୍ଟିର ସାଂଘାତିକ ଚିତ୍ର: ୫୮ % କିଶୋର ଓ ୪୬% କିଶୋରୀ ଓଜନ ହରାଉଛନ୍ତି

 ଫୁଲବାଣୀ, (ମନୋଜ କୁମାର ମିଶ୍ର):  ଯଦି ଆମେ ଆମ ରାଜ୍ୟର କିଶୋର କିଶୋରୀ ମାନଙ୍କ ସ୍ୱାସ୍ଥ୍ୟର ବିଚାର କରିବା ତେବେ ଆମେ ଜାଣିପାରିବ ଯେ ଭାରତର  ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) 15–19 ବୟସ ବର୍ଗରେ ପୁଷ୍ଟିହୀନତା / ଅଧିକ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ପୁରୁଣା ଚିନ୍ତା ଭୁଲି ଆଗକୁ ବଢିବା ପାଇଁ ଭାବନ୍ତୁ । କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ । କାରବାର ସମ୍ବନ୍ଧୀୟ ଯାତ୍ରାକରିବାକୁ ପଡିପାରେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୭ । ଚାଷୀ- … Read More

ଶ୍ରୀମନ୍ଦିର କଥା-୧: କାହିଁକି ଓ କେମିତି ସ୍ଥାପନ ହେଲେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଅରୁଣସ୍ତମ୍ଭ

ସଦା ଜୀବନ୍ତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଟି ପଥର ଗୋଟିଏ କାହାଣୀ କହେ। ଇତିହାସ, ସଂସ୍କୃତି ଓ ପରମ୍ପରାର ଖିଅ ଖୋଜିବା ବେଳେ ଆମ ଆଗରେ ମୂକ ସାକ୍ଷୀଟିଏ ପରି ଠିଆ ହୁଏ। କେତେବେଳେ ଏହା ଗୌରବର ଗାଥା ବହନ କରେ ତ … Read More

ଓଡ଼ିଶା ଟାଇମ୍‌ ପ୍ରଭାବ: ଅପଡେଟ୍‌ ହେଲା ଏସ୍‌ଆର୍‌ସିଙ୍କ ଓ୍ବେବ୍‌ସାଇଟ୍‌, ମିଳିଲା ବାତ୍ୟା ଗୁଲାବ ପ୍ରସ୍ତୁତି ସମ୍ପର୍କିତ ସୂଚନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ଉପରେ ପଡ଼ୁଥିବା ପ୍ରାକୃତିକ ବିପଦକୁ ସମ୍ମୁଖିନ ହୋଇ ତାହାର  ସଫଳ ମୁକାବିଲା ପାଇଁ ଚେଷ୍ଟା କରୁଥିବା ରାଜ୍ୟ ରିଲିଫ୍‌ କମିଶନର ( ଏସ୍‌ଆର୍‌ସି)ଙ୍କ ଓ୍ବେବ୍‌ସାଇଟ୍‌ ତୁରନ୍ତ ଅପ୍‌ଡେଟ୍‌ ହୋଇଛି। ଦୀର୍ଘ ଦିନ ହେଲା ଏହାର ଅପ୍‌ଡେଟ୍‌ … Read More

ବାତ୍ୟା ଗୁଲାବ ଦେଇପାରେ ଧୋକା, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୪ଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର, ସୋମବାର ବନ୍ଦ ରହିବ ସ୍କୁଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ସାମୁଦ୍ରିକ ବାତ୍ୟା ଗୁଲାବ୍‌  ଦକ୍ଷିଣ ଓଡ଼ିଶାକୁ ଧୋକା ଦେଇପାରେ। ଏଣୁ ପୂଣ୍ଣ ରହିବାକୁ  ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେମିତି କୌଣସି ବି ଜୀବନ ବାତ୍ୟା ଯୋଗୁ ନଯାଏ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅପରାହ୍ଣ … Read More

ରାତି ୯ଟାରୁ ଲ୍ୟାଣ୍ଡଫଲ୍‌: ଗୋପାଳପୁରଠୁ ୧୮୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଗୁଲାବ୍‌’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂର ବଙ୍ଗୋପସାଗରରେ ରହିଛି ବାତ୍ୟା ଗୁଲାବ। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅୖଞ୍ଚଳରେ ବର୍ଷା  ଲାଗି ରହିଛି। ଆଜି ମଧ୍ୟ ରାତ୍ରୀରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପିଟି ହେବ। ତେବେ … Read More

ବାତ୍ୟା ଗୁଲାବ୍‌: ଗଜପତିରେ ଭୂସ୍ଖଳନ ଭୟ, ୨୦୧୮ ଓ ୨୦୧୯ରେ ଯାଇଥିଲା ପ୍ରାଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବାତ୍ୟା ‘ଗୁଲାବ୍‌’କୁ ନେଇ ଦକ୍ଷିଣ ଓଡ଼ିଶାରେ ଭୟର ବାତାବରଣ ଦେଖାଦେଇଛି। କାରଣ ଏଠାରେ ପବନର ବେଗ  ନୁହେଁ, ବରଂ ବାତ୍ୟା ପରବର୍ତ୍ତୀ ସମୟରେ ଭୂ-ସ୍ଖଳନ। ୨୦୧୮ ଏବଂ ୨୦୧୯ ମସିହାରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପ୍ରସ୍ତୁତ … Read More

୨୪ ଘଣ୍ଟାରେ ବାହାରିଲେ ୫୮୫ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୫୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୪୩୨୦ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୨ … Read More

ବାତ୍ୟା ଗୁଲାବ ପାଇଁ ବ୍ୟାପକ ପ୍ରସ୍ତୁତି: ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ତଟରକ୍ଷୀ ପ୍ରସ୍ତୁତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ୍‌’ ମୁକାବିଲା ନେଇ ପ୍ରସ୍ତୁତ ହୋଇଛି ପ୍ରଶାସନ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ରେ  ୪୨ଟି ଓଡ୍ରାଫ୍ ଓ … Read More

ଗାଲୁଆପୁରରୁ ପପୁ ପମ୍‌ପମ୍‌: ଏଇ ପୂଜାରେ ମନୀଷା ସହ ଆସିବେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଚଳିତ ବର୍ଷ ପୂଜା ସିଜିନରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି ନୂଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’। ଚଳଚ୍ଚିତ୍ରଟି ଅକ୍ଟୋବର ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଶୁଣାଯାଉଛି ଗାଁର ନାଁ … Read More