ସୋମବାର ସକାଳ ୧୦ରୁ ୪ ରେଳରୋକୋ: ଓଡ଼ିଶା ପ୍ରଦେଶ କଂଗ୍ରେସର ସମର୍ଥନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସୋମବାରଦିନ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ରେଳରୋକୋ ଡାକରାକୁ ସମର୍ଥନ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଏହି ମର୍ମରେ ଜିଲ୍ଲାସ୍ତରରେ ଥିବା କଂଗ୍ରେସ କମିଟିଗୁଡ଼ିକ ପକ୍ଷରୁ ସାରା ରାଜ୍ୟରେ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସହଯୋଗ … Read More

ଆସନ୍ତାକାଲି ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ ବାତିଲ, ରାଜଧାନୀର ସମୟ ବଦଳିବ, ଜାଣନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା କାଲି ଅର୍ଥାତ୍‌  ଅକ୍ଟୋବର ୧୭ ତାରିଖ ରବିବାରଦିନ ଭୁବନେଶ୍ଵରଠାରୁ ଛାଡ଼ିବାକୁ ଥିବା ସମ୍ପର୍କକ୍ରାନ୍ତି ବାତିଲ ରହିବ। ସେହିପରି ରାଜଧାନୀ ଏକ୍ସପ୍ରେସ୍‌ର ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଜାରି ଏକ ସୂଚନା … Read More

ପୂଜା ବଜାରରେ “ମନ ମୋ ନେଇ ଗଲୁରେ”

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଦଶହରାରେ ରିଲିଜ୍‌ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ମୋ ମନ ନେଇଗଲୁ’ରେ। ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଥିବା ଏହି ଫିଳ୍ମ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ” । ପ୍ରଫେସର  ମନୋଜରଞ୍ଜନ ନାୟକଙ୍କ … Read More

ଚାଷୀ ଆନ୍ଦୋଳନ ସ୍ଥଳରେ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ୱର (ଓଡ଼ିଶା ଟାଇମ୍) :  ରାଜଧାନୀ ଦିଲ୍ଲୀର ସିଙ୍ଘୁ ସୀମାରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେବ ଠାବ । ବ୍ୟକ୍ତି ଜଣକର ହାତ କାଟି ଦିଆଯାଇଥିବା ବେଳେ ଚାଷୀମାନେ ଆନ୍ଦୋଳନ କରୁଥିବା ମୁଖ୍ୟ ଷ୍ଟେଜର କିଛି ଦୂରରେ ଥିବା ବ୍ୟାରିକେଡ୍‌ରେ … Read More

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଓଡ଼ିଶା ଟାଇମ୍) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ। ରାଜ୍ୟରେ ୫ମ ପାଳି ସରକାର ଚଳାଉଥିବା ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତ ଖୁବ୍ ବେଶି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ନିବାସ ବାହାରେ ପ୍ରବଳ ଭିଡ଼ … Read More

ମାଓନେତା ଆର.କେଙ୍କ ମୃତ୍ୟୁ, ମୁଣ୍ଡରେ ଥିଲା ୯୭ଲକ୍ଷର ପୁରସ୍କାର ରାଶି

ଭୁବନେଶ୍ୱର (ଓଡ଼ିଶା ଟାଇମ୍) : ରୋଗ ନେଲା ମାଓନେତାଙ୍କ ଜୀବନ । ମାଓନେତା ଆକ୍କିରାଜୁ ହରଗୋପାଲ୍ ଓରଫ ରାମକ୍ରିଷ୍ଣା ଓରଫ ଆର.କେଙ୍କ ମୃତ୍ୟୁ ପରେ ଲାଲବାହିନୀକୁ ଶକ୍ତ ଧକ୍କା ଲାଗିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି … Read More

ଖୁବଶୀଘ୍ର ଖୋଲିବ ପ୍ରାଇମେରୀ ସ୍କୁଲ !

ଭୁବନେଶ୍ୱର (ଓଡ଼ିଶା ଟାଇମ୍): ପୂଜା ଛୁଟି ପରେ ଖୋଲିବ କି ବିଦ୍ୟାଳୟର ଅନ୍ୟ କ୍ଲାସ? ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଏନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଶଙ୍କା … Read More

ପୂଜା ପାଇଁ ଅତିରିକ୍ତ ଟ୍ରେନ୍‌ ସେବା ଘୋଷଣା କଲା ପୂର୍ବତଟ ରେଳବାଇ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷା ସୂଚୀକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଅଛି | … Read More

ନୂଆ ପରୀକ୍ଷା ନୀତିକୁ ସରକାରଙ୍କ ଅନୁମୋଦନ, କେମିତି ହେବ ଏବର୍ଷ +୨ ପରୀକ୍ଷା, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ଏବର୍ଷ  +୨ ପରୀକ୍ଷା କେମିତି ହେବ ସେ ନେଇ ସରକାର ନୂଆ ମାର୍ଗଦର୍ଶିକାକୁ ଅନୁୂମତି ଦେଇଛନ୍ତି।  ଏହି ଅନୁସାରେ +୨ କାଉନ୍ସିଲ୍‌ ଅନୁବନ୍ଧିତ ସମସ୍ତ କଲେଜକୁ ଚଳିତ ବର୍ଷଠାରୁ ଏହି ପରୀକ୍ଷା ନିୟମାବଳି ପାଳନ ପାଇଁ ନିର୍ଦେଶ ଦେଇଛନ୍ତି।  … Read More

ବିଟ୍‌ କଏନ୍‌ ନାଁରେ ୬୭ ଲକ୍ଷ ଚଳୁ: ମଧ୍ୟପ୍ରଦେଶ ଯୁବକଙ୍କୁ ଧରିଲା ଭୁବନେଶ୍ଵର ପୁଲିସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କ୍ରିପ୍ଟୋ କରେନ୍ସୀ ଅଥବା ଜନtଧାରଣରେ ଏବେ ବିଟ୍‌ କଏନ୍‌ ଭାବେ ବେଶୀ ପରିଚିତ ଥିବା  ଡିଜିଟାଲ୍‌ ମୁଦ୍ରା  କାରବାର ପାଇଁ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଜଣେ  ଯୁବକଙ୍କୁ ଗିରଫ କରିଛନ୍ତି ଭୁବନେଶ୍ଵର ପୁଲିସ। ତାଙ୍କଠାରୁ ୬୭ ଲକ୍ଷ  … Read More