ଅଷ୍ଟମ ପିଲାଙ୍କ ପାଠପଢା: ୨୭ରୁ ୨୯ ଯାଏ ଶିକ୍ଷଣସ୍ତରର ଆକଳନ ହେବ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଦୀର୍ଘ ୧୮ ମାସପରେ ଖୋଲିଛି ପ୍ରାଥମିକ ବିଦ୍ୟାଳୟ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ଆରମ୍ଭ ହୋଇଛି । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଇଂରାଜୀ ମାଧ୍ୟମ ବିଦ୍ୟାଳୟର … Read More

ଆଜି ଇଣ୍ଡିଆ ମାରିବ ଚଉକା ଛକା, ପାକିସ୍ତାନକୁ ଆଦୌ ମିଳିବନି ମଉକା

ଦୁବାଇ,(ଓଡ଼ିଶା ଟାଇମ୍): ଆଜି ଆରମ୍ଭ ହେବ ବିଶ୍ବକପ ୨୦୨୧ର ସବୁଠୁ ଚର୍ଚ୍ଚିତ ,ଉତ୍ତେଜନା ପୂର୍ଣ୍ଣ ଏବଂ ଉଦବେଗ ଭରା ମ୍ୟାଚ । କାରଣ ଆଜି ମୈଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ବିରୋଧୀ ଭାରତ ଓ ପାକିସ୍ତାନ । ଯେଉଁ ମହାଲଢେଇକୁ ସମଗ୍ର … Read More

ଓସ୍କାର ଦୌଡ଼ରେ ତାମିଲ ସିନେମା ‘କୁଝଂଗାଲ୍’

ଚେନ୍ନାଇ,(ଓଡ଼ିଶା ଟାଇମ୍): ଓସ୍କାର ୨୦୨୨ ଦୌଡ଼ରେ ସାମିଲ ହୋଇଛି ଭାରତୀୟ ସିନେମା । ଏହି ରେସରେ ଅଫିସଲିଆଲ ଏଣ୍ଟ୍ରି ଭାବେ ତାମିଲ ଡ୍ରାମା କୁଝଂଗାଲ୍ ମନୋନୀତ ହୋଇଛି । ୯୪ତମ ଏକାଡ଼େମୀ ଆୱାର୍ଡରେ ଭାରତୀୟ ସିନେମାର ଅଫିସିଆଲ ଏଣ୍ଟ୍ରି ସାଜିଛି ସିନେମା … Read More

NCB ଜାଲରେ ଛନ୍ଦି ହୋଇଯାଉଛନ୍ତି ଅନନ୍ୟା ପାଣ୍ଡେ

ମୁମ୍ବାଇ(ଓଡ଼ିଶା ଟାଇମ୍): ବଲିଉଡ଼ର ବାଦଶାହ ଭାବେ ଜଣା ଅଭିନେତା ଶାହରୁଖ ଖାନ(SHAHRUKH KHAN)ଙ୍କ ପୁଅ ଆର୍ୟନ(ARYAN KHAN)ଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଏବେ ଅନନ୍ୟା(ANANYA)ଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଡ୍ରଗ୍ସ ଲିଙ୍କ ନେଇ ଅନନ୍ୟାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ … Read More

ଟିକାକରଣରେ ଭିଆଇପି କଲଚରକୁ ବାଦ୍ ରଖାଯାଇଛି: ପିଏମ୍ ମୋଦି

ନୂଆଦିଲ୍ଲୀ,(ଓଡ଼ିଶା ଟାଇମ୍): ଗୁରୁବାର ସୁଦ୍ଧା ଦେଶରେ ଟିକକରଣ(VACCINATION) ଶହେ କୋଟି ଛୁଇଁଛି । ଏହି ଉପଲବ୍ଧି ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି(PM MODI) ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ରଖି ଏହା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି । ସେ କହିଛନ୍ତି … Read More

ମଣିଷ ଦେହରେ ଲାଗିଲା ଘୁଷୁରି କିଡନି

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଆମେରିକାରେ(AMERICA) ଏକ ବିରଳ ପ୍ରତିରୋପଣ ପରୀକ୍ଷା ସଫଳ ହୋଇଛି।ମଣିଷ ଦେହରେ ଘୁଷୁରି କିଡନି(PIG KIDNEY) ପ୍ରତିରୋପଣ(TRANSPLANT) କରାଯାଇଛି।ବୈଜ୍ଞାନିକମାନେ ଅସ୍ଥାୟୀ ଭାବେ ଘୁଷୁରି କିଡନି ଲଗାଇ ତାହା କାମ କରୁଛି କି ନାହିଁ ପରୀକ୍ଷା କରିଥିଲେ। ଆଉ ଏଥିରେ ଏବେ … Read More

କାଶ୍ମୀରରେ ଟାର୍ଗେଟ କିଲିଂ, ୩୨ ଜଣଙ୍କୁ ମାରିଲେଣି ଆତଙ୍କବାଦୀ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): କ’ଣ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ କମିଛି ? କ’ଣ ପୂର୍ବାପେକ୍ଷା ସ୍ଥିତି ସୁଧୁରିଛି ? ଧାରା ୩୭୦ ଉଚ୍ଛେଦ ପରେ ଏହି ଚର୍ଚ୍ଚା ଜୋର ଧରିଛି । ଆଉ ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷ ହେଲା ସ୍ଥିତି ସୁଧୁରିଛି ଏବଂ ଜମ୍ମୁ-କାଶ୍ମୀର … Read More

କାଶ୍ମୀର ଉପତ୍ୟକାରେ ବଢୁଥିବା ଆକ୍ରମଣକୁ ନେଇ ଆତଙ୍କିତ ପ୍ରବାସୀ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଜମ୍ମୁ–କାଶ୍ମୀରରେ ବଢିଚାଲିଥିବା ଆତଙ୍କୀ ଆକ୍ରମଣ ଏବଂ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଏବେ ପୁରା ଦେଶରେ ଚହଳ ସୃଷ୍ଟି ହୋଇ ଯାଇଛି । କିଛି ବର୍ଷ ହେବ ଶାନ୍ତ ପଡିଥିବା କାଶ୍ମୀର ଉପତ୍ୟକା ଏବେ ଅମାନବୀୟ ବନ୍ଧୁକଧାରୀଙ୍କ ଆତଙ୍କରେ ଥରୁଛି … Read More

‘ଅଜାଣତରେ ଲୋକଙ୍କ ଅଙ୍ଗ କାଢି ନେଉଛନ୍ତି ସରକାର’

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଦକ୍ଷିଣ କୋରିଆର ହରର ଡ୍ରାମା ସିରିଜ ସ୍କ୍ବିଡ୍ ଗେମ୍ ନେଟଫ୍ଲିକ୍ସରେ ଏବେ ବେଶ ଆଦୃତ ହେବାରେ ଲାଗିଛି । ଏହି ଶୋ’ରେ ଋଣ ଗ୍ରସ୍ତ ହୋଇଥିବା ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦିଆଯାଇଛି । ଫଳରେ ପରସ୍ପର ମଧ୍ୟରେ ରକ୍ତାକ୍ତ ଲଢେଇ … Read More

ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧ ପରୀକ୍ଷା

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ପ୍ରକାଶ ପାଇଛି CBSE ଦଶମ ଓ ଦ୍ବାଦଶ ଟର୍ମ-୧ ପରୀକ୍ଷାସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ବାଦଶ ଟର୍ମ-୧ ପରୀକ୍ଷା । ନଭେମ୍ବର ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ହେବ ଦଶମ ଟର୍ମ-୧ ପରୀକ୍ଷା … Read More