ବେବିବମ୍ପ ସହିତ ଫିଟନେସ୍ ପୋଜ୍ ଦେଲେ ଏମି

ଅକ୍ଷୟ କୁମାର ଓ ରଜନୀକାନ୍ତ ଷ୍ଟାରର୍ ଫଲ୍ମ ‘୨.୦’ ପରେ ବଲିଉଡ୍ ଅଭିନେତ୍ରୀ ଏମି ଜାକସନ୍ ଅଭିନୟ ଦୁନିଆରୁ ଦୂରେଇ ଯାଇଛନ୍ତି । କିନ୍ତୁ ସୋସିଆଲ୍ ମିଡିଆରେ ସେ ସକ୍ରିୟ । ବେବିବମ୍ପର ଅନେକ ଫଟୋ ସେୟାର୍ କରି ସେ ତାଙ୍କର … Read More

ରୋଷେଇ – ମୁଗ ରସବରା

ଆବଶ୍ୟକୀୟ ଜିନିଷ – ୨୦୦ଗ୍ରାମ୍ ମୁଗ, ୨୦୦ ଗ୍ରାମ୍ ଚିନି, ଅଧା ଚାମଚ ଲୁଣ, ୩ ଛୋଟ ଚାମଚ ଗୁଜରାତି ଗୁଣ୍ଡ ଓ ଛାଣିବା ପାଇଁ ତେଲ । ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମୁଗକୁ ଧୋଇ ୨-୩ ଘଣ୍ଟା ବତୁରାଇ … Read More

ହେଲଥ୍ ଟିପ୍ସ: ମ୍ୟାଲେରିଆ ରୋକିବ କୁକୁଡ଼ା

ବର୍ଷାଦିନରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି । ମ୍ୟାଲେରିଆରୁ ନିଜକୁ ରକ୍ଷା କରିବା ପାଇଁ ମଶାରୀ, କ୍ରୀମ୍ ଓ ସ୍ପ୍ରେର ଚାହିଦା ବର୍ଷାଦିନରେ ଅଧିକ ହୋଇଥାଏ । କିନ୍ତୁ ଏବେ ସ୍ୱାସ୍ଥ୍ୟବିଜ୍ଞାନୀମାନେ ମ୍ୟାଲେରିଆ … Read More

ଜିରା ଚା’ ପିଅନ୍ତୁ, ଜାଣନ୍ତୁ ଏହାର ବିଶେଷତା

ସାଧାରଣ ଚା’ ପିଇବା ବଦଳରେ ଦିନକୁ ଥରେ ଜିରା ଚା’ ପିଅନ୍ତୁ । ଏହା ଦ୍ୱାରା ବ୍ରଣ ସମସ୍ୟା ସବୁଦିନ ପାଇଁ ଭଲ ହୋଇଯିବ ବୋଲି ବିୟୁଟିସିୟାନ୍ ମାନେ ମତ ଦେଇଥାନ୍ତି । ଜିରାରେ ଥିବା ଆଣ୍ଟି ମାଇକ୍ରୋବିୟଲ୍ ଓ ଆଣ୍ଟି … Read More

ରଣବୀର୍-ଆଲିଆ ଲୁଚିଛପି ବିବାହ କରିସାରିଛନ୍ତି କି? ବିବାହ ଫଟୋ ଭାଇରାଲ୍

ବି ଟାଉନର ହଟ୍ ଓ ରୋମାଣ୍ଟିକ୍ ବାର୍ଡ଼ ଆଲିଆ ଓ ରଣବୀରଙ୍କ ବିବାହ ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଛାଇ ରହିଛି । ଏହି ହଟ୍ ଯୋଡ଼ି ଲୁଚିଛପି ବିବାହ କରିସାରିଛନ୍ତି ବୋଲି ଏବେ ସବୁଆଡ଼େ ଚର୍ଚ୍ଚା । ଭାଇରାଲ୍ ହୋଇଥିବା … Read More

ଅକିଙ୍କ ପକ୍ଷରୁ ୫୨ ତମ ଜନ୍ମଦିନର ଉପହାର

ପ୍ରଶଂସକ ମହଲରେ ଖିଲାଡ଼ି କୁମାରଙ୍କ ଉପାଧି ପାଇଥିବା ଅକ୍ଷୟ କୁମାର ୫୨ ତମ ଜନ୍ମଦିନକୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି । ଏହି ଖୁସିର ଅବସରରେ ପ୍ରଶଂସକଙ୍କ ପକ୍ଷରୁ ଅକିଙ୍କୁ ଜନ୍ମଦିନର ଅଶେଷ ଶୁଭକାମନା ମିଳିବାରେ ଲାଗିଛି । ପ୍ରଶଂସକଙ୍କ ସ୍ନେହ … Read More

ରୋଷେଇ – ନମକିନ୍ ଆଳୁ ଲଛା

ଆବଶ୍ୟକୀୟ ଜିନିଷ – ୨ଟି ବଡ଼ ଆଳୁ, ୧ ଚାମଚ ଗୋଲମରିଚ ଗୁଣ୍ଡ, ୧ କପ୍ ବାଦାମ୍, ଅଧାକପ୍ ଭୃସଙ୍ଗପତ୍ର, ଛାଣିବା ପାଇଁ ତେଲ, ଅଧା ଚାମଚ ବିଟ୍ ଲୁଣ, ଓ ଅଧା ଚାମଚ ଚାଟ୍ ମସଲା । ପ୍ରସ୍ତୁତି ପ୍ରଣାଳୀ … Read More

ପିସିଙ୍କ ଠାରୁ ଜାଣନ୍ତୁ କିଛି ବିୟୁଟି ଟିପ୍ସ

ଆକର୍ଷଣୀୟ ଚେହେରା ଓ ଅଭିନୟର ଯାଦୁରେ ଦେଶ-ବିଦେଶର ଅଗଣିତ ପ୍ରଶଂସକଙ୍କୁ କିମିଆ କରି ରଖିଛନ୍ତି ପ୍ରିୟଙ୍କା ଚୋପ୍ରା ଓରଫ୍ ପିସି । ନିକଙ୍କ ସହିତ ବିବାହ ପରେ ପିସିଙ୍କ ରୁପଚର୍ଯ୍ୟାକୁ ନେଇ ସୋସିଆଲ୍ ମିଡିଆର ଚର୍ଚ୍ଚା ପୂର୍ବ ଅପେକ୍ଷା ଅନେକ ପରିମାଣରେ … Read More

ଦାନ୍ତ ହଳଦିଆ ପଡ଼ିଯାଉଛି କି? ଆପଣାନ୍ତୁ ଏହି ଉପାୟ

ଦିନକୁ ୨ ଥର ବ୍ରସ୍ କରିବା ସହିତ ଦାନ୍ତର ଉଚିତ୍ ଯତ୍ନ ନେଉଥିଲେ ଅନେକ ବ୍ୟକ୍ତିଙ୍କର ଦାନ୍ତରେ ହଳଦିଆପଣ ଆସିଯାଇଥାଏ । ଏହା ସୌନ୍ଦର୍ଯ୍ୟକୁ ଫିକା କରିବା ସହିତ ଧୀରେ ଧୀରେ ମାଢ଼ିକୁ ଆକ୍ରାନ୍ତ କରିଥାଏ । ଏଥିରୁ ମୁକ୍ତି ପାଇବା … Read More

‘ଗୁମନାମୀ’ର ଟ୍ରେଲର୍ ରିଲିଜ୍

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରହସ୍ୟଜନକ ମୃତ୍ୟୁର କାହାଣୀକୁ ନେଇ ନିର୍ମାଣ କରାଯାଉଥିବା ବିବାଦୀୟ ଫିଲ୍ମ ‘ଗୁମନାମୀ’ର ଟ୍ରେଲର୍ ରିଲିଜ୍ କରାଯାଇଛି । ୧୯୫୪ ମସିହା ଅଗଷ୍ଟ ମାସ ୧୫ ତାରିଖ ସହିତ ଟ୍ରେଲର୍ ଆରମ୍ଭ ହୋଇଛି, ଯେଉଁଥିରେ ରହିଛି ପ୍ଲେନ୍ … Read More