‘ତଲାଇଭି’ ପାଇଁ ଲସ୍ ଆଞ୍ଜେଲସରେ ହେବ କଙ୍ଗନାଙ୍କ ଲୁକ୍ ଟେଷ୍ଟ୍
ତାମିଲନାଡ଼ୁର ପୂର୍ବତନ ସିଏମ୍ ସ୍ୱର୍ଗୀୟା ଜୟଲଳିତାଙ୍କ ବାୟୋପିକ୍ ‘ତଲାଇଭି’ ପାଇଁ ଏବେ କଙ୍ଗନା ଜୋରଦାର୍ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଜୟ ଲଳିତାଙ୍କ ଭୂମିକାରେ ନିଜକୁ ଦକ୍ଷ ପ୍ରମାଣିତ କରିବା ପାଇଁ କଙ୍ଗନା ତାମିଲ୍ ଭାଷା ଓ ଭାରତନାଟ୍ୟମ୍ ଶିଖୁଛନ୍ତି … Read More











