ତାସ୍‌କେଣ୍ଟ ଫାଇଲ୍ସକୁ ଲିଗାଲ୍‌ ନୋଟିସ୍‌

ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ତାସ୍‌କେଣ୍ଟ ଫାଇଲ୍ସ’କୁ ଆଇନଗତ ନୋଟିସ୍‌ ମିଳିଛି। ଏହି ଫିଲ୍ମ ନିର୍ବାଣ ପୂର୍ବରୁ ତାଙ୍କ ପରିବାର ସଦସ୍ୟଙ୍କ ଅନୂମତି ନିଆଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି … Read More

୨୫ ବର୍ଷ ପରେ ପୁଣିଥରେ ପୁଲିସ୍ ଲୁକରେ ରଜନୀକାନ୍ତ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ତଲାଇବା ରଜନୀକାନ୍ତ ଦୀର୍ଘ ୨୫ ବର୍ଷ ପରେ ପୁଣିଥରେ ପୁଲିସ୍ ଅଫିସର୍ ଭାବେ ଦର୍ଶକଙ୍କ ସମାନାକୁ ଆସିବେ । ତେଣୁ ଏହାକୁ ନେଇ ତାଙ୍କର ଅଗଣିତ ପ୍ରଶଂସକ ଓ ସିନେପ୍ରେମୀ ଉତ୍ସାହିତ ଅଛନ୍ତି । ନିକଟରେ ରଜନୀଙ୍କ … Read More

ନିର୍ବାଚନ ଅଡ଼ୁଆ, ରିଲିଜ୍ ହେବନି ୨ଟି ବାୟୋପିକ୍

ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଜୀବନ ସଂଘର୍ଷର କାହାଣୀ ବର୍ଣ୍ଣନା କରୁଥିବା ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍ ହେଲେ ଏହା ନିର୍ବାଚନ ଆଚାର ସଂହିତାର ଉଲ୍ଲଘଂନ ହେବ ବୋଲି ବିରୋଧି ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହି … Read More

ଫ୍ୟାନ୍ସଙ୍କ ସେଲଫି ପାଇଁ ନବାଜଙ୍କ ହାତ ଭାଙ୍ଗିଲା

ବଲିଉଡର ମାଉଣ୍ଟେନ୍ ମ୍ୟାନ୍ ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ସମ୍ପର୍କରେ ଖବର ଆସିଛି ଯେ ଜଣେ ଫ୍ୟାନ୍ସଙ୍କ ସେଲଫି ଚକ୍କରରେ ନବାଜଙ୍କ ହାତ ଭାଙ୍ଗିଯାଇଛି । ଘଟଣାଟି ଏହିଭଳି – କିଛିଦିନ ତଳେ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ନବାଜ୍ କାନପୁର୍ ଯାଇଥିଲେ … Read More

ବିଗ୍ ବିଙ୍କ ବ୍ଲକବଷ୍ଟର୍ ଫିଲ୍ମ ‘ଶେହନଶାହ’ର କାହାଣୀ ଲେଖିଥିଲେ ଜୟା

ଅଫସ୍କ୍ରୀନ୍ ହେଉ କିମ୍ବା ଅନସ୍କ୍ରୀନ୍, ବିଗ୍ ବି ଓ ଜୟା ବଚ୍ଚନଙ୍କ କେମେଷ୍ଟ୍ରୀ ସବୁ ସମୟରେ ସିନେପ୍ରେମୀଙ୍କୁ ଆକୃଷ୍ଟ କରିଆସିଛି । ତେଣୁ ଏହି ସୁପରହିଟ୍ ଯୋଡ଼ିଙ୍କ ସମ୍ପର୍କରେ ଟିକିନିଖି ଖବର ରଖିବା ପାଇଁ ପ୍ରଶଂସକ ଆଗ୍ରହର ସହ ଅପେକ୍ଷା କରିଥାନ୍ତି … Read More

ଘରେ ରଖନ୍ତୁ ଦକ୍ଷିଣାବର୍ତ୍ତି ଶଙ୍ଖ, ଜାଣନ୍ତୁ ଏହାର ଚମତ୍କାରୀତା

ଯେ କୌଣସି ପୂଜା ହେଉ କିମ୍ବା କୌଣସି ଶୁଭ କାର୍ଯ୍ୟ, ତାହା ଶଙ୍ଖଧ୍ୱନୀ ସହିତ ଆରମ୍ଭ କରାଯାଏ । କୌଣସି ପୂଜାରେ ଶଙ୍ଖ ନଥିଲେ, ତାହା ସମ୍ପୂର୍ଣ୍ଣ ନୁହେଁ ବୋଲି ବିଶ୍ୱାସ ରହିଛି । ଭାରତୀୟ ଶାସ୍ତ୍ର ପୁରାଣ ଅନୁଯାୟୀ ବିଭିନ୍ନ … Read More

ଦୟା ବେନ୍ ଭୂମିକା ପାଇଁ ୩ଜଣ ଅଭିନେତ୍ରୀ

ଲୋକପ୍ରିୟ ଶୋ’ ‘ତାରକା ମେହେତା କା ଉଲଟା ଚଷମା’ରୁ ଦୟା ବେନ୍ ଚରିତ୍ରରେ ଥିବା ଅଭିନେତ୍ର ଦିଶା ଭକାନୀ ବିଦାୟ ନେବା ପରେ ତାଙ୍କ ସ୍ଥାନରେ କେଉଁ ଅଭିନେତ୍ରୀଙ୍କୁ ସାଇନ୍ କରାଯିବ, ତାହାକୁ ନେଇ ଏବେ ଶୋ’ ନିର୍ମାତାଙ୍କ ଚିନ୍ତା ବଢିଚାଲିଛି … Read More

ଗୀତା ମାହାତ୍ମ୍ୟ-୨୮: ସେ ହିଁ ଜନ୍ମ, ସେ ହିଁ ମୃତ୍ୟୁ; ସେହିଁ କିର୍ତ୍ତୀ, ସେ ହିଁ କ୍ଷମା

ଈଶ୍ୱରଙ୍କ ବିସ୍ତାରର ଅନ୍ତ ନାହିଁ । ଈଶ୍ୱର ସମସ୍ତଙ୍କ ହୃଦୟରେ ବାସ କରୁଥିବା ଆତ୍ମା, ଆଦି, ମଧ୍ୟ, ଅନ୍ତ- ସବୁକିଛି । ଈଶ୍ୱର ହେଉଛନ୍ତି ଅଦିତିଙ୍କ ଦ୍ୱାଦଶ ପୁତ୍ରଙ୍କ ମଧ୍ୟରେ ବିଷ୍ଣୁ, ଜ୍ୟୋତିଙ୍କ ମଧ୍ୟରେ କିରଣ ପ୍ରଦାନକାରୀ ସୂର୍ଯ୍ୟ, ଅଣଚାଷ ବାୟୁ … Read More

‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ରିଲିଜ୍ ମାମଲା, କାରଣ ମାଗିଲା ସୁପ୍ରିମକୋର୍ଟ

‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ରିଲିଜକୁ ନେଇ ବିରୋଧି ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାଏର୍ କରାଯାଇଥିଲା । ଏହାର ଶୁଣାଣୀ ୮ ତାରିଖରେ ହେବ ବୋଲି ଖବର ପ୍ରକାଶ ହେବା ପରେ ସିନେପ୍ରେମୀ ଓ ମୋଦିଙ୍କ ଅଗଣିତ ପ୍ରଶଂସକ ଏହାକୁ … Read More

ଡ୍ରେସକୁ ନେଇ ଟ୍ରୋଲ୍ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ୍ ଦେଲେ ଜାହ୍ନବୀ: ‘ସବୁଦିନେ ନୂଆ ଡ୍ରେସ୍ ପିନ୍ଧିବା ଭଳି ରୋଜଗାର ମୋର ନାହିଁ’

ବଲିଉଡର ତାରକାମାନେ ସେମାନଙ୍କର ଡ୍ରେସ୍ ସେନ୍ସକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଥର ସମାଲୋଚନାର ଶିକାର ହୋଇଥାନ୍ତି । ଏଭଳି ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କୁ ‘ଧଡ଼କ୍’ ଫେମ୍ ଜାହ୍ନବୀ ଏବେ କଡ଼ା ଜବାବ୍ ଦେଇଛନ୍ତି । ଜାହ୍ନବୀ କହିଛନ୍ତି ଯେ – … Read More