ବଲିଉଡର ପ୍ରଥମ ଷ୍ଟଣ୍ଟ୍ ଲେଡିଙ୍କ ଉପରେ ନିର୍ମିତ ହେବ ବାୟୋପିକ୍
ସିନେ ଇତିହାସର ମାଇଲ୍ଷ୍ଟୋନ୍ ବୋଲାଉଥିବା ‘ସୋଲେ’ ଫିଲ୍ମ ଆପଣମାନେ ନିଶ୍ଚିତ ମନେ ରଖିଥିବେ । ଧମେନ୍ଦ୍ର ଓ ବିଗ୍ ବିଙ୍କ ବନ୍ଧୁତା ହେଉ କିମ୍ବା ହେମାମାଳୀନିଙ୍କ ଟାଙ୍ଗା ଚଲାଇବା ଦୃଶ୍ୟ, ସବୁକିଛି ଅପାସୋରା । ତେବେ ଏହି ଫିଲ୍ମରେ ହେମାମାଳିନୀଙ୍କ ଟାଙ୍ଗା … Read More











