ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
ଶ୍ରୀନଗର, ଓଡିଶା ଟାଇମ୍): ଜାମ୍ମ କାଶ୍ମୀରରେ ସେନାକୁ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଇଚାଲିଚନ୍ତି ଆତଙ୍କବାଦୀ । ଭାରତୀୟ ସେନାକୁ ଖାତିର ନକରି ହତ୍ୟା ପରେ ହତ୍ୟା କରିଚାଲିଛନ୍ତି । ରବିବାର ପୁଣି ଥରେ ୨ ଜଣ ଅଣ କାଶ୍ମୀରୀଙ୍କୁ ଅତି … Read More











