ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମ ଗୋପାଳ ବର୍ମାଙ୍କ ବିବାଦୀୟ ବୟାନ୍
ନୂଆଦିଲ୍ଲୀ,(ଓଡ଼ିଶା ଟାଇମ୍): ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ପୁଣି ଏକ ବିବାଦୀୟ ବୟାନ୍ ଦେଇ ଫସିଯାଇଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ବୟାନ୍ ଦେଇଛନ୍ତି। ଏହାକୁ ନେଇ … Read More











