କୁବେର ଅଧିକାରୀଙ୍କର ଅମାପ ସମ୍ପତ୍ତି, ଭିଜିଲାନ୍ସକୁ ଦେଖି ଫୋପାଡ଼ି ଦେଲେ ୩୮ ଲକ୍ଷ

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସରେ ଫସିଥିବା କୋଟିପତି ସରକାରୀ ବାବୁଙ୍କ ଘରୁ ବାହାରୁଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ଟି ଘରେ ଏବେବି ଚଢ଼ାଉ ଜାରି … Read More

ଅନୁମୋଦିତ କୋଭିଡ ଟିକା ତାଲିକାରେ କୋଭାକ୍ସିନକୁ ସାମିଲ କଲା ବ୍ରିଟେନ

ଲଣ୍ଡନ, (ଓଡିଶା ଟାଇମ୍): ବ୍ରିଟେନର ଅନୁମୋଦିତ କୋଭିଡ ପ୍ରତିଷେଧକ ଟିକା ତାଲିକାରେ ଚୀନର ସିନୋଭାକ, ସିନୋଫାର୍ମ ଏବଂ ଭାରତର କୋଭାକ୍ସିନକୁ ସାମିଲ କରାଯାଇଛି । ଏଣିକି ଏହିସବୁ ଟିକା ନେଇଥିବା ବିଦେଶୀ ନାଗରିକମାନେ ବି୍ରଟେନ ଯିବାରେ ଆଉ ସମସ୍ୟାର ସମ୍ମୁଖୀନ ହେବେ … Read More

ଆସନ୍ତା ୨୯ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସଂସଦର ଶୀତ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବ ଅଧିବେଶନ ଭଳି କରୋନା ନିୟମାବଳୀକୁ ଅନୁସରଣ କରି ଏହି ଅଧିବେଶନ ଜାରି … Read More

ମୁମ୍ବାଇରେ ଭୁଷୁଡିଲା ଅଟ୍ଟାଳିକା ; ୯ ଉଦ୍ଧାର

ମୁମ୍ବାଇ, (ଓଡିଶା ଟାଇମ୍): ମୁମ୍ବାଇରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ଅଘଟଣ ଘଟିଥିବା ନେଇ ଖବର ମିଳିଛି। ଆଣ୍ଟପ୍‍ ହିଲ୍‍ ଅଞ୍ଚଳରେ ସ୍ଥିତ ଏକ ଅଟ୍ଟାଳିକା ଭୁଷୁଡି ପଡିଛି। ଏହାତଳେ ଅନେକ ଲୋକେ ଦବି ରହିଥିବା ବେଳେ ୯ ଜଣଙ୍କୁ … Read More

ଆଜି ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଏହି ଅବସରରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସୀମା ବିବାଦ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୦ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ … Read More

ସନ୍ଧ୍ୟାରେ ବାହାରିବ ଓଜେଇଇ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ୍

ଭୁବନେଶ୍ବର,(ଓଡିଶା ଟାଇମ୍): ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ବି.ଟେକ୍‌, ବି.ଆର୍କ, ବି.ପ୍ଲାନ୍‌, ବି.କ୍ୟାଟ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମର ୧ମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ମଙ୍ଗଳବାର ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ । ପରେ ୧୨ ତାରିଖ ଯାଏ … Read More

ଭିଜିଲାନ୍ସ ଜାଲରେ OPHWCର ମ୍ୟାନେଜର

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଓଡିଶା ପୋଲିସ ହାଉସିଂ କର୍ପୋରେସନର (OPHWC) ମ୍ୟାନେଜର । ଓଡିଶା ପୋଲିସ ହାଉସିଂ କର୍ପୋରେସନର ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ରେଡ୍‌ ହୋଇଛି । ଭିଜିଲାନ୍ସର ୧୦ ଜଣିଆ ଟିମ୍‌ ଏହି ରେଡ଼୍‌ କରୁଛନ୍ତି … Read More

ଦିବ୍ୟଶଙ୍କରଙ୍କୁ ସମର୍ଥନ ମୁଖ୍ୟମନ୍ତ୍ରୀଙ୍କ ଏକ ଭୁଲ୍ ନିଷ୍ପତ୍ତି- କଂଗ୍ରେସ

ଭୁବନେଶ୍ୱର, (ଓଡିଶା ଟାଇମ୍): ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତିକୁ ନେଇ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ପରିବର୍ତ୍ତେ ଆଜି କଳାହାଣ୍ଡିର ଭବାନୀପାଟଣାଠାରେ ପାଖରେ ବସାଇ ସାବାସୀ ଦେବା ଘଟଣାରେ କଂଗ୍ରେସ ପକ୍ଷରୁ ତୀବ୍ର … Read More

ଲଘୁଚାପ ଘନୀଭୂତ ଯୋଗୁଁ ତାମିଲନାଡୁରେ ଅଧିକ ବର୍ଷା ସମ୍ଭାବନା, ଓଡ଼ିଶାରେ ମଧ୍ୟ ହେବ ବର୍ଷା

ଭୁବନେଶ୍ୱର, (ଓଡିଶା ଟାଇମ): ଶନିବାର ରାତିରୁ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ସେହି ଅଂଚଳରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି … Read More