ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ

ପୁରୀ, (ଓଡିଶା ଟାଇମ୍): ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । କୋଭିଡ୍ ଗାଇଡଲାଇନ ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ବିଶୋଧନ କରାଯାଉଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେବେ । ଆସନ୍ତାକାଲି ପଞ୍ଚୁକର ପ୍ରଥମ ଦିନ ପଢ଼ୁଥିବାରୁ ମନ୍ଦିରକୁ … Read More

ଆତଙ୍କୀ ହମଲାରୁ ବର୍ତ୍ତିଲେନି ସେନା ଅଧିକାରୀଙ୍କ ପରିବାର, ଚାଲିଗଲା ୭ ନୀରିହ ଜୀବନ

ମଣିପୁର, (ଓଡିଶା ଟାଇମ୍): ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ସେନା ଅଧିକାରୀଙ୍କ ପରିବାର ସମେତ ୭ ସହିଦ । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଏଭଳି ହମଲା ହୋଇଛି । ହମଲା ହୋଇଥିବା ଅଂଚଳରଟି ମିଆଁମାର ସୀମାନ୍ତକୁ ଲାଗିଥିବାରୁ ସେଠାରେ ସକ୍ରିୟ … Read More

ଆସୁଛି ବାତ୍ୟା ‘ଜୱାତ୍’: ୧୮ରେ ଉପକୂଳ ଛୁଇଁବ

ଭୁବନେଶ୍ବର, (ଓଡିଶା ଟାଇମ୍): ଆସୁଛି ଆଉ ଏକ ବାତ୍ୟା । ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପ ରୂପ ନେଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ … Read More

୧୫ରୁ ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଚଳିତ ମାସ ୧୫ ତାରିଖରୁ ଭାରତ ଓ ଫ୍ରାନ୍ସର ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଯାଉଛି । ବନ୍ଦର ନଗରୀ ଫ୍ରେଜସଠାରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ । ବିଶେଷକରି ଆତଙ୍କବାଦ ମୁକାବିଲା ଅଭିଯାନକୁ ଏହି … Read More

ଦୁନିଆର ୧୦ଟି ପ୍ରଦୂଷିତ ସ୍ଥାନରେ ମଧ୍ୟରେ ଭାରତର ରହିଛି ୩ଟି ସହର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବର୍ତ୍ତମାନ ବଢିବାରେ ଲାଗିଛି, ଯାହା ସ୍ବାସ୍ଥ୍ୟର ଜରୁରୀକାଳୀନ ପରିସ୍ଥିତିକୁ ନେଇ ଚିନ୍ତାର କାରଣ ପାଲଟିଛି। ଲୋକମାନେ ଘରେ ରହିବାକୁ ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଇଛନ୍ତି। ପ୍ରଦୂଷଣ ବର୍ତ୍ତମାନ କେବଳ ଭାରତ ନୁହେଁ … Read More

ବରଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Acheter cialis ou levitra Il est également survécu par d’innombrables méthodes qui ont été utilisées pour examiner l’influence de la approches de médecine personnalisée, trouver les prix et la qualité … Read More

ତିନି ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ହାଇଦ୍ରାବାଦ, (ଓଡିଶା ଟାଇମ୍): ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩ ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ଆଜି ସନ୍ଧ୍ୟାବେଳେ ଅମିତ ଶାହ ତିରୁପତି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିବେ ଓ ରାତିରେ ତୀର୍ଥ ନଗରୀରେ ରହିବେ। ଅମିତ ଶାହା ୧୪ … Read More

ୟୁରୋପରେ କରୋନା ବିସ୍ଫୋରଣ: ୭ ଦିନରେ ୨୦ ଲକ୍ଷ ନୂଆ ମାମଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍):କରୋନାର ନୂଆ ହଟସ୍ପଟ ୟୁରୋପ । ଗତ ଏକ ସପ୍ତାହ ମଧ୍ୟରେ ୟୁରୋପରେ ୨୦ ଲକ୍ଷ ନୂଆ ଭାଇରସ୍ ଚିହ୍ନଟ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ମହାମାରୀ ଆରମ୍ଭ ହେବାର ଏକ ସପ୍ତାହ ମଧ୍ୟରେ … Read More

କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୨୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୫ ବୃଦ୍ଧି ପାଇଛି … Read More

୨୪ ଘଣ୍ଟାରେ ବାହାରିଲେ ୨୪୭ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା … Read More