ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୧୨ଟି ସ୍ଥାନରେ ଚାଲିଛି ଚଢଉ

ବାରିପଦା, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ବର … Read More

୨୪ ଘଣ୍ଟାରେ ୨ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୩୫୫ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୧ ବୃଦ୍ଧି ପାଇଛି । ଏନେଇ … Read More

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୩୫୫ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୦୦୯ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୯୭ … Read More

ଆଜି BSKYରେ ସାମିଲ ହେବ ବୌଦ୍ଧ, ହିତାଧିକାରୀଙ୍କୁ ଭିସି ମାଧ୍ୟମରେ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍):  ଆଜି ରାଜ୍ୟର ୧୮ତମ ଜିଲ୍ଲା ଭାବେ ବୌଦ୍ଧ ଜିଲ୍ଲା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ୍ ହେବାକୁ ଯାଉଛି । ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ ଠାରେ ସନ୍ଧ୍ୟା ୫ଟା ସମୟରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ … Read More

ଭୀମସାରରେ ପୁଣି ୧୬ ଛାତ୍ର-ଛାତ୍ରୀ କରୋନା ପଜିଟିଭ୍

ବୁର୍ଲା, (ଓଡିଶା ଟାଇମ୍): ବୁର୍ଲା ଭୀମସାର ମେଡିକାଲ କଲେଜରେ ପୁଣି ଚିହ୍ନଟ ହେଲେ୧୬ ଆକ୍ରାନ୍ତ। ଏହି ସମସ୍ତ ୧୬ ଜଣ ଏମବିବିଏସ ଛାତ୍ର-ଛାତ୍ରୀ ବୋଲି ଜଣା ପଡିଛି। ଏନେଇ  ବୁଧବାର ସୂଚନା ଦେଇଛନ୍ତି ଡିନ୍ ପ୍ରଫେସର ଜୟଶ୍ରୀ ଦୋରା। ଆକ୍ରାନ୍ତ ଛାତ୍ର-ଛାତ୍ରୀଙ୍କୁ … Read More

କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩ କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସରିଛି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ବିବାଦୀୟ ୩ଟି କୃଷି ଆଇନ୍‌ ପ୍ରତ୍ୟାହାର … Read More

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅମ୍ରିତ ପ୍ରଧାନ । ଅଗଣିତ ଶୁଭେଚ୍ଛୁଙ୍କ ସହଯୋଗ, କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନାହିଁ । ପାଞ୍ଚ ମାସରୁ ଅଧିକ ସମୟ … Read More

ଦେଶରେ ଚିହ୍ନଟ ହେଲେ ୯୨୮୩ ନୂଆ କରୋନା ଆକ୍ରାନ୍ତ; ୪୩୭ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨୮୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୪୩୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ ଦେଶରେ କରୋନାରୁ … Read More

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ଘର ବାହାରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ। ବାସ୍ତବରେ, ଗମ୍ଭୀର ଦିଲ୍ଲୀ ପୋଲିସ ସହ ଯୋଗାଯୋଗ କରି କହିଛନ୍ତି ଯେ ତାଙ୍କୁ ‘‘ଆଇଏସ୍‌ଆଇଏସ୍‌ କାଶ୍ମୀର’ରୁ ହତ୍ୟା ଧମକ ମିଳିଛି। ଡିସିପି କେନ୍ଦ୍ରୀୟ … Read More

ଜୁନିୟର ବିଶ୍ବକପ୍ ହକି ୨୦୨୧: ଉଦଘାଟନୀ ମ୍ୟାଚ୍‌ରେ ବେଲଜିୟମର ଦମଦାର ବିଜୟ, ୫-୧ଗୋଲରେ ହାରିଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀରେ ପୁଣି ହକି ଫିଭର । ଆଜିଠୁ କମ୍ପୁଛି କଳିଙ୍ଗ ଷ୍ଟାଡିୟମ୍ । ଆରମ୍ଭ ହୋଇଛି ଜୁନିୟର ହକି ବିଶ୍ୱକପ୍‌-୨୦୨୧ । ତେବେ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲଜିୟମ୍‌ର ଦମ୍‌ଦାର ବିଜୟ । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ … Read More