କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରୂପ ବଦଳାଉଛି କରୋନା । କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ସାରା ବିଶ୍ୱରେ ଆତହ୍କ ଖେଳିଯାଇଛି । ଡେଲ୍ଟା ପରେ ସାଉଥ ଆଫ୍ରିକାରେ ଚିହ୍ନଟ ଓମିକ୍ରନ୍ ଭାରିଆଣ୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । କେବଳ ଦକ୍ଷିଣ … Read More











