ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା । ଏନେଇ ନେଇ ଖବର ସରବରାହ ସଂସ୍ଥା ଚଞଓ ଖବର ପ୍ରକାଶ କରିଛି । ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଛନ୍ତି ତୁହିନିକାନ୍ତ ପାଣ୍ଡେ … Read More

କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର : କୋଭିଡ ଟେଷ୍ଟ କରାଯିବ, ରହିଛନ୍ତି ଆଇସୋଲେସନରେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍)): କରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀ ମହାନଗର ପାଇଁ ପୁଣି ଏକ ଖରାପ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନାହିଁ। ରବିବାର ସକାଳୁ ତାଙ୍କୁ ଜ୍ୱର ସହ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଛି। ଦିଲ୍ଲୀରେ … Read More

ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା ଘଟଣା, ଆଜି ଆଉ ଜଣେ ଝିଅର ମୃତ

ଝାରସୁଗୁଡା, (ଓଡିଶା ଟାଇମ୍) : ଝାରସୁଗୁଡା ସହର ନିକଟବର୍ତ୍ତୀ ଲହଣ୍ଡାବୁଡ଼ରେ ସମୂହ ଆତ୍ମହତ୍ୟା ଘଟଣାରେ ଆଜି ଆଉ ଜଣେ ଝିଅର ମୃତ୍ୟୁ ହୋଇଛି।ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ବନ୍ଦିତା ବିଶ୍ବାଳଙ୍କ ମୃତ୍ୟୁ ହୋଇଛି।ଫଳରେ ଆତ୍ମହତ୍ୟା ଜନିତ ମୃତ୍ୟୁ … Read More

ହାଇ ରିସ୍କ ଜୋନ୍‌ରେ ରାଜ୍ୟର ୯ଜିଲ୍ଲା, ମନ୍ତ୍ରୀ କହିଲେ ଗୁଜବରେ କରନ୍ତୁନାହିଁ ବିଶ୍ବାସ

ଭୁବନେଶ୍ବର, (ଓଡିଶା ଟାଇମ୍) : ପଙ୍ଗପାଳକୁ ନେଇ ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ହାଇ ରିସ୍କ, ମଡରେଟ୍ ରିସ୍କ, ଲୋ ରିସ୍କ ଜୋନ୍ ରେ ବିଭକ୍ତ କରାଯାଇଛି । ହାଇ ଏବଂ ମଡରେଟ୍ ଜୋନରେ ୯ଟି ଲେଖାଏଁ ଜିଲ୍ଲା … Read More

ହାତୀକୁ ବିସ୍ଫୋରକ ଭରା ସପୁରି ଖୋଇଥିବା ଗ୍ରାମବାସୀଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କଲା କେରଳ

ତିରୁବନନ୍ତପୁରମ୍‌, (ଓଡିଶା ଟାଇମ୍) : ୧୫ ବର୍ଷୀୟ ଜଙ୍ଗଲୀ ଅନ୍ତଃସତ୍ତ୍ବା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରିଥିବା କଥା ସାମ୍ନାକୁ ଆସିଛି। ପାଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ମନ୍ନରକାଡ଼ ବନ … Read More

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ପ୍ରବାସୀଙ୍କୁ ନେଲାନି ଆମ୍ବୁଲାନ୍ସ, ଶେଷରେ ଆଖି ବୁଜିଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୟାରେଣ୍ଟାଇନ୍ ସେଣ୍ଟରରେ ଥିବାରୁ ଅସୁସ୍ମତା ଅନୁଭବ କରୁଥିବା ପ୍ରବାସୀଙ୍କୁ ଡାକ୍ତରଖାନା ନେବାକୁ ମନା କରିଦେଲା ଆମ୍ବୁଲାନ୍ସ । ସ୍ଥାନୀୟ ଲୋକ,ପ୍ରଶାସନ ବି କିଛି ମୁଣ୍ଡ ଖେଳାଇଲେ ନାହିଁ । ଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରବାସୀଙ୍କୁ … Read More

ପୁଲୱାମାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର, (ଓଡ଼ିଶା ଟାଇମ୍‌) :ଆଜି ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର କାଙ୍ଗାନ ଅଞ୍ଚଳରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟରରେ ନିହତ ହୋଇଥିବା ୩ ଜଣ ଆତଙ୍କବାଦୀ ‌ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ହୋଇଥିବା … Read More

ମୋଦିଙ୍କ ଉପରେ ଓଡିଶାବାସୀ ସବୁଠୁ ଅଧିକ ସନ୍ତୁଷ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଦେଶରେ ସବୁ ମୁଖ୍ୟମନ୍ତୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ । ସେହିଭଳି ଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଓଡିଶାବାସୀ ବସୁଠୁ ଅଧିକ ସନ୍ତୁଷ୍ଟ । ଆଇଏଏନ୍ଏସ୍ ଭୋଟ ସର୍ଭେରୁ ଏହି ରିପୋର୍ଟ … Read More

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ଲୋକପ୍ରିୟତା ନେଇ ସି-ଭୋଟର ଓ ଆଇଏଏନଏସ ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ … Read More

କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଜଳୁଛି ଆମେରିକା: ୪୦ ସହରରେ କର୍ଫ୍ୟୁ

ଓ୍ଵାଶିଂଟନ, (ଓଡିଶା ଟାଇମ୍) :  ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି । ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି … Read More