ଦେଶରେ ୨୪ ଘଣ୍ଟାରେ ବାହାରିଲେ ୭ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ … Read More

ଆମେରିକାରେ ଘୁର୍ଣ୍ଣିଝଡ ତାଣ୍ଡବ, ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି

ଟେନସି,(ଓଡିଶା ଟାଇମ୍): ଆମେରିକାର କେଣ୍ଟକିରେ ଘୁର୍ଣ୍ଣିଝଡ ହେତୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ପ୍ରଭାବରେ ଏପର୍ଯ୍ୟନ୍ତ ୮୪ ଜଣଙ୍କର ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢି ପାରେ ବୋଲି ଅନୁମାନ କରାଯାଉଛି । ଆମେରିକାର ସମୁଦାୟ ୬ଟି … Read More

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ରବିବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ନବୀନ । ଏହାସହ ବିଭିନ୍ନ ଉନ୍ନୟନମୂଳକ କାମର ଉଦଘାଟନ ସହ ଶିଳାନ୍ୟାସ … Read More

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୬୦ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୧୫୭୪ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୪ … Read More

ସାଇବର ଠକ ଜାଲରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀନ ପଣ୍ଡା

ଭୁବନେଶ୍ବର, (ଓଡିଶା ଟାଇମ୍): ସାଇବର ଠକ ଜାଲରେ ବରିଷ୍ଠ ଆଇପିଏସ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ କରିଛନ୍ତି ଟାର୍ଗେଟ୍ । ସମ୍ପର୍କୀୟଙ୍କ ମୋବାଇଲ ନମ୍ବର ହ୍ୟାକ୍ କରି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ପଠାଇଥିଲେ ମେସେଜ । ସଞ୍ଜୀବ ପଣ୍ଡାଙ୍କୁ ୯୮ ହଜାର ଟଙ୍କା … Read More

ଜେନେରାଲ ବିପିନ ରାୱତଙ୍କ ଦେହାନ୍ତରେ ପ୍ରତ୍ୟେକ ଦେଶଭକ୍ତ ଦୁଃଖିତ-ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ ଉତ୍ତର ପ୍ରଦେଶ ବଳରାମପୁରରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ଦେହାନ୍ତରେ ଦେଶଭକ୍ତ ଦୁଃଖି ଅଛନ୍ତି। ୮ … Read More

ହରିଦ୍ୱାରରେ ସିଡିଏସ ବିପିନ ରାୱତ ଓ ମଧୁଲିକାଙ୍କ ଚିତାଭସ୍ମ ବିସର୍ଜନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ତାମିଲନାଡୁର କୁନ୍ନୁର ଠାରେ ସେନା ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଚିତାଭସ୍ମ ଶନିବାର ଉତ୍ତରାଖଣ୍ଡର ହରିଦ୍ୱାରା ଠାରେ ବିସର୍ଜନ କରାଯାଇଛି । ସେମାନଙ୍କ … Read More

ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ଲାଠିଚାର୍ଜ ଘଟଣାକୁ କଂଗ୍ରେସର ନିନ୍ଦା, ଆହତ କର୍ମୀଙ୍କ ପାଇଁ କ୍ଷତିପୂରଣ ଦାବି

ଭୁବନେଶ୍ବର, (ଓଡିଶା ଟାଇମ୍):ଲୋୟର ପିଏମଜିରେ ଛାତ୍ର କଂଗ୍ରେସର ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜ ପ୍ରତିବାଦ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,  ମାଡରେ ଅନେକ ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ମାଡ … Read More

ଭୁବନେଶ୍ୱରରେ ପହଞ୍ଚିଲା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ; ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡିଶାରେ ପହଞ୍ଚିଲା ରାଣା ପ୍ରତାପଙ୍କ ପାର୍ଥିବ ଶରୀର। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଓଡିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛି ରାଣାପ୍ରତାପଙ୍କ ପାର୍ଥିବ ଶରୀର … Read More

ତାଲିବାନ ରାଜ୍‌ରେ ସାମ୍ନାକୁ ଆସିଲା ବର୍ବରତା, ଜୋତା ପଲିସ କରିବାକୁ ବାଧ୍ୟ ହେଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଆଫଗାନିସ୍ତାନରେ ତାଲିବାନର ରାଜ୍ ପରେ ଅନେକ ପରିବାର ଦାରିଦ୍ର୍ୟ କଷାଘାତରେ ଜୀବନଯାପନ କରିବାକୁ ବାଧ୍ୟ ହୋଇଛନ୍ତି । ଏଥି ସହିତ ତାଲିବାନ ଶାସନକୁ କ୍ଷମତାକୁ ଫେରିବା ସହିତ ଆଫଗାନିସ୍ତାନରେ ବୈଦେଶିକ ସହାୟତା ଉପରେ ପ୍ରତିବନ୍ଧକ ଲଗାଇବା ଅର୍ଥନୀତିକୁ … Read More