ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : କୋଭିଡ୍ ଯୋଦ୍ଧା ଏବଂ ଜେଇଇ-ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ କର

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜୁ ଜନତା ଦଳର ବିଧାୟକମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଙ୍କଟ ସମୟରେ ସେମାନଙ୍କ ଦାୟିତ୍ବ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସଂକ୍ରମଣରେ … Read More

ମୁଣ୍ଡୁଳିରେ ୧୦ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ପାଣି ଆସିବା କମି ଯାଇଛି। ଆଉ ଭୟଭୀତ ହେବାର ନାହିଁ । ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହ କାଲି ସକାଳ ଯାଏ ବଳବତ୍ତର ରହିବ। କାଲି ସକାଳ ପରେ … Read More

ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀର କମିଲା ଜଳସ୍ତର

ଭୁବନେଶ୍ବର, (ଓଡିଶା ଟାଇମ୍) :ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଛି । ଏହିସବୁ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ରହିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର … Read More

ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ : ପାଣି ଘେରରେ ୮ଲକ୍ଷ ଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) :ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକେ ପାଣି ଘେରରେ ଅଛନ୍ତି । କାନ୍ଥ ପଡ଼ି, ପାଣିରେ ବୁଡ଼ି କିମ୍ବା ପାଣିରେ ଭାସି ଏଯାବତ୍‌ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ୟା ସ୍ଥିତି … Read More

ଚୀନ୍ ସହ ଜଡ଼ିତ ଦେଶମାନଙ୍କୁ ଫିଲିପାଇନ୍ସ ଚେତାବନୀ – ଆମେ ପ୍ରତାରିତ ହୋଇଛୁ, ତୁମେ ପ୍ରତାରିତ ହେବ !

କରୋନା ମହାମାରୀ ଚୀନ୍ ବିରୋଧରେ ବିଶ୍ୱବ୍ୟାପୀ ଅଭିଯାନ ଚଳାଇଛି । ଏପରି ଅନେକ ଦେଶ, ଯେଉଁମାନେ ପୂର୍ବରୁ ଚୀନ୍‌ର ପ୍ରଶଂସା କରିବାରେ କ୍ଳାନ୍ତ ହୋଇନଥିଲେ, ସେମାନେ ବର୍ତ୍ତମାନ ଚୀନ୍ ବିରୋଧରେ ଠିଆ ହେବାରେ ଲାଗିଛନ୍ତି । କିନ୍ତୁ ତଥାପି କିଛି ଦେଶ … Read More

“ଦୟାକରି ମୋ ସହିତ ଏକ ବାଣିଜ୍ୟ ଚୁକ୍ତି କର”-ଚୀନ୍‌

ଭାରତର ଆରସିଇପି ନିଷ୍ପତ୍ତି ଚୀନ୍‌କୁ ସାରା ବିଶ୍ୱରେ ହାତ ବିସ୍ତାର କରିବାକୁ ବାଧ୍ୟ କରିଛି । ୨୦୧୯ରେ ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଅର୍ଥାତ୍ ଆରସିଇପି ଛାଡ଼ିବା ପାଇଁ ଭାରତର ନିଷ୍ପତ୍ତି ଭାରତକୁ ଆର୍ଥିକ ସହାୟତା ଆଣିଦେଇଛି । ତେବେ ଏହା … Read More

ପାକିସ୍ତାନ ଧୂସର ତାଲିକାରୁ ବାଦ ପଡ଼ିବ, କାରଣ ଏହା କଳା ତାଲିକା ହେବାକୁ ଯାଉଛି

ଭାରତ ଏଫଏଟିଏଫରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଅର୍ଥ ଯୋଗାଣ ସହ ଜଡ଼ିତ ବଡ଼ ତଥ୍ୟ ଦେବାକୁ ଯାଉଛି ଏବଂ ପାକିସ୍ତାନ ବର୍ତ୍ତମାନ ଘୁଷୁରୁଛି ପାକିସ୍ତାନ ବର୍ତ୍ତମାନ ଏଫଏଟିଏଫ କଳା ତାଲିକାରେ ପ୍ରବେଶ କରିବାକୁ ପ୍ରସ୍ତୁତ । ଅର୍ଥାତ୍ ଏହି ଆଖ୍ୟା ପାଇବା … Read More

କେନ୍ଦ୍ରସରକାର ଜାରି କଲେ ଅନ୍‌ଲକ୍-୪ ଗାଇଡଲାଇନ୍, ଜାଣନ୍ତୁ କଣ ଖୋଲିଲା କଣ ବନ୍ଦ ରହିବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଅନଲକ୍-୪ ଦେଇ ଗାଇଡଲାଇନ୍ ଜାରି ହୋଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ … Read More

ଜାତୀୟ କ୍ରୀଡା ଦିବସରେ ଦୂତି ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଭିନ୍ନ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି। କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା। ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ … Read More

ପୁରୀରେ ବନ୍ୟାସ୍ଥିତି ମୁକାବିଲା ନେଇ ବୈଠକ

ଭୁବନେଶ୍ୱର, (ଓଡିଶା ଟାଇମ) : ଗତ କିଛିଦିନ ଧରି ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିବା ଫଳରେ ରାଜ୍ୟର ବିଭିର୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବିଗତ ବର୍ଷରେ ରାଜ୍ୟରେ ବନ୍ୟାପରିସ୍ଥିତି ଦ୍ୱାରା ଅଧିକ କ୍ଷୟକ୍ଷତି … Read More