ଚାଲି ଚାଲି ହାଥରସ ଯାଉଥିବା ବେଳେ ରାସ୍ତାରେ ପଡିଗଲେ ରାହୁଲ: କହିଲେ ପୋଲିସ ମୋତେ ଧକ୍କା ଦେଲା, ଲାଠି ମାରିଲା
ଉତ୍ତରପ୍ରଦେଶ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ କଂଗ୍ରେସର ଆକ୍ରୋଶ ସଡକରେ ଦେଖିବାକୁ ମିଳିଛି । ପୀଡିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଆଜି ହାଥରସ ଯାଇଛନ୍ତି । ଯମୁନା ଏକ୍ସପ୍ରେସୱେରେ ଯେତେବେଳେ … Read More











