ହାତ ଟେକିଦେଲା ଆମେରିକା : ୟୁକ୍ରେନକୁ ପଠାଇବ ନାହିଁ ନିଜର ସେନା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଧୋକା ଦେଲା ଆମେରିକା । ହାତ ଟେକିଦେଲେ ଜୋ ବାଇଡେନ୍ । ୟୁକ୍ରେନକୁ ସାହାଯ୍ୟ କରିପାରିବ ନାହିଁ ବୋଲି ସିଧା ସିଧା କହିଲେ ବାଇଡେନ୍ । ଦେଶବାସୀଙ୍କୁ ଉଦବୋଧନ ବେଲେ ଏମିତି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି … Read More











