ପରଦାକୁ ଆସିବ ରୋମାଣ୍ଟିକ୍ ପ୍ରେମ କାହାଣୀ ‘ମନ ମୋର କାଗଜ ଗୁଡ଼ି’, ୪ରେ ଶୁଭମୁକ୍ତି
ଭୁବନେଶ୍ବର, (ଓଡିଶା ଟାଇମ୍): ପରଦାକୁ ଆସିବ ମନ ମୋର କାଗଜ ଗୁଡି । ସୁମିତ୍ରା ଏଣ୍ଟରଟେନ୍ମେଣ୍ଟ ବ୍ୟାନର ନିବେଦିତ ବହୁ ପ୍ରତିକ୍ଷୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ ଆସନ୍ତା ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାକୁ ଯାଉଛି । … Read More











