ଇତିହାସ ରଚିବ ଇସ୍ରୋ, ମହାକାଶକୁ ପଠାଇବ ୭୫ ଉପଗ୍ରହ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଇଣ୍ଡିଆନ ଆକାଡେମିଆ ବା ଭାରତୀୟ ଶିକ୍ଷାନୁଷ୍ଠାନ ସମୁହ ୭୫ଟି ସାଟେଲାଇଟ୍ ନିର୍ମାଣ ପାଇଁ କାମ କରୁଛନ୍ତି । ଏହାକୁ ଅଗଷ୍ଟ ୨୦୨୨ ୧୫ ତାରିଖରୁ ୨୦୨୩ ମଧ୍ୟରେ ଲଞ୍ଚ୍ କରାଯିବ । ଏହି ପ୍ରକଳ୍ପ ଇସ୍ରୋର ସାଟେଲାଇଟ୍ … Read More











