ଚଳନ୍ତା ବସ୍ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ
ଫୁଲବାଣୀ, (ଓଡିଶା ଟାଇମ୍) : ବିଚ୍ ରାସ୍ତାରେ ଜଳିଗଲା ଯାତ୍ରୀବାହି ବସ୍, ଯାତ୍ରୀ ସୁରକ୍ଷିତ। କନ୍ଧମାଳ ଜିଲାର କ.ବାଲିଗୁଡ଼ା ଥାନା ଦାରିଙ୍ଗିବାଡ଼ି ଛକରେ ବସ୍ରେ ହଠାତ୍ ନିଆଁ ଲାଗିଗଲା। ଏମ୍.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ବସ୍ରେ ଲାଗିଲା ନିଅଁା। ଜଳିଗଲା ବସରୁ ନିଶ୍ଚିତ … Read More











