ସୁସ୍ଥହେବା ପରେ ଗିରଫ ହେବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ହତ୍ୟା ଉଦ୍ୟମ ମାମଲା ରୁଜୁକଲା ପୋଲିସ
ଭୁବନେଶ୍ବର, (ଓଡିଶା ଟାଇମ୍): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାରି ମଧ୍ୟରେ ଆସିଛି ବଡ଼ ଖବର । ଏବେ ପୋଲିସ କବଜାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆହତ … Read More











