ଉତ୍ତରାଖଣ୍ଡ ଜଳ ପ୍ରଳୟ : ଏବେସୁଦ୍ଧା ୧୪ ମୃତଦେହ ଉଦ୍ଧାର, ୧୫୦ରୁ ଅଧିକ ନିଖୋଜ

ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) :ଉତ୍ତରାଖଣ୍ଡର ଚମୋଲୀରେ ଗ୍ଲାସିୟର ଭାଙ୍ଗିଯିବା କାରଣରୁ ଭୀଷଣ ବନ୍ୟା ଆସିଛି। ବନ୍ୟାରେ ୧୫୦ ଜଣ ନିଖୋଜ ଅଛନ୍ତି। ଏବେସୁଦ୍ଧା ୧୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ଫଳରେ ବିଦ୍ୟୁତ ପ୍ରକଳ୍ପ ପ୍ଲାଣ୍ଚରୁ ଆରମ୍ଭ କରି ଚମୋଲୀ … Read More

ମାଲକାନଗିରି ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଯବାନ ସହିଦ

ମାଲକାନାଗିରି, (ଓଡିଶା ଟାଇମ୍) :ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଜଣେ ଏସଟିଏଫ୍ ଯବାନ ସହିଦ ହୋଇଛନ୍ତି। ମୃତ ଯବାନଙ୍କ ନାଁ ମୋହନ ନାଗ । ସୂଚନା ଅନୁସାରେ, ତରେମ୍ ଥାନା ତୁକଡ଼ି ଅଞ୍ଚଳରେ ଯବାନ ମାନେ କମ୍ୱିଂ … Read More

ଆଜି ଫେବୃୟାରୀ ୦୮ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ମାନସିକ ସ୍ୱାସ୍ଥ୍ୟ ଭଲ ନ ରହିଲେ ମଧ୍ୟ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ । ଅତ୍ୟଧିକ ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ । ଚାଷୀ- ଗୋବର କ୍ଷତର … Read More

ଭୁବନେଶ୍ବର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ମାମଲା: ରାଣୀ ମହୁମାଛି ସମେତ ୫ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀର ନିଖିଳ ଉତ୍କଳ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ମାମଲାରେ ସାଧାରଣ ସାମ୍ପାଦକ ସୁରେଶ ବେହେରା ସହ ୫ ଜଣ ଗିରଫ। ଗିରଫ ୫ ଜଣ ହେଲେ କଟକର ରାଣୀ ମହୁମାଛି , ଭୁବନେଶ୍ୱରର ଲୁଲୁ … Read More

ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ – ୧୫୦ ଜଣଙ୍କ ମୃତ୍ୟୁ ଆଶଙ୍କା, ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ ନିୟୋଜିତ

ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) : ଆଜି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ରାଇନି ଗ୍ରାମରେ ଏକ ବରଫ ହ୍ରଦରେ ସୃଷ୍ଟ ବନ୍ୟାରେ ଅତି କମରେ ୧୫୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ହିମସ୍ଖଳନ ଯୋଗୁ ଅଳକାନନ୍ଦା ନଦୀରେ … Read More

ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲେସିୟର, ଧୌଲି ଗଙ୍ଗା ନଦୀରେ ବନ୍ୟା: ୫୦ କର୍ମଚାରୀ ନିଖୋଜ

ଉତ୍ତରଉତ୍ତରାଖଣ୍ଡ, (ଓଡିଶା ଟାଇମ୍) :ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବରଫ ଅତଡା ଧସିଛି। ଏହି ଗ୍ଲେସିୟର ଜିଲ୍ଲାର ରେଣୀ ଗ୍ରାମ ନିକଟରେ ଭାଙ୍ଗିଛି। ଫଳରେ ଧୌଳି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବରଫ ଅତଡା ଖସିବା ଫଲରେ ନଦୀରେ ପାଣି … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୨ କୋଭିଡ୍ ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୬୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

କୋରାପୁଟ ଗସ୍ତରେ ପୋଲିସ ଡିଜି

କୋରାପୁଟ, (ଓଡିଶା ଟାଇମ୍) :ଆଜି କୋରାପୁଟରେ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ଏହି ଅବସରରେ ସେ ଆଇନ ଶୃଙ୍ଖଳା ଓ ମାଓ ଗତିବିଧି ନେଇ ଆଲୋଚନା କରିବେ । ସେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ରେଞ୍ଜ ଅଫିସରେ ଗୁଇନ୍ଦା … Read More

ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୦୫୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ ଗତ ୨୪ ଘଣ୍ଟାରେ ୧୨,୦୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୪ ହଜାର ୯୯୬କୁ ବୃଦ୍ଧି ପାଇଛି। … Read More

ପୁରୀ ଜେଲ୍‌ରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ

ପୁରୀ, (ଓଡିଶା ଟାଇମ୍) : ଜିଲା କାରାଗାରରେ ଶନିବାର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଶ୍ରୀଧର ଦାସ (୫୦) ଏବଂ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କିମୁହାଣ ବସ୍ତିରେ। କିଛିଦିନ ତଳେ ପୁଲିସ ତାଙ୍କୁ ଗିରଫ କରିଥିଲା। … Read More