ସନ୍ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟଣା, ମେଡିକାଲକୁ ସାମୟିକ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ
କଟକ, (ଓଡିଶା ଟାଇମ୍) : କଟକ ଜିଲା ତୁଳସୀପୁରରେ ସ୍ଥିତ ସନ୍ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ହସ୍ପିଟାଲକୁ ବନ୍ଦ କରାଯାଇଥିବା ସୂଚନା। ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ କଜ୍ ନୋଟିସ୍ ହୋଇଥିଲା। … Read More











