ପଞ୍ଜାବ ସରକାରଙ୍କ ବଡ ଘୋଷଣା, ନିୟମିତ ହେବେ ୩୫ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ
ଚଣ୍ଡିଗଡ,( ଓଡିଶା ଟାଇମ୍): ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ। ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇ ଚାଲିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଞ୍ଜାବ ସରକାର ୩୫ ହଜାର … Read More











